ରାହୁଲ ଗାନ୍ଧୀଙ୍କୁ ପୁଣି ଅଦାଲତି ଝଟକା । ତଳକୋର୍ଟର ଦୁଇବର୍ଷ ଜେଲ୍ ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ରାହୁଲଙ୍କ ଅପିଲକୁ ସୁରତ ସେସନ୍ସ କୋର୍ଟ ଖାରଜ କରିଦେଇଛନ୍ତି । ମୋଦି ସରନେମ୍ ସଂପର୍କିତ ମନ୍ତବ୍ୟ ଉପରେ ରାହୁଲଙ୍କୁ ଦୁଇବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବା ବେଳେ ସାଂସଦ ପଦ ହରାଇବାକୁ ପଡିଛି । ତଳ କୋର୍ଟର ଦଣ୍ଡାଦେଶକୁ ସେସନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାହୁଲ । ମାତ୍ର ତଳକୋର୍ଟ ଦଣ୍ଡାଦେଶକୁ କାଏମ ରଖିଛନ୍ତି କୋର୍ଟ ।

LEAVE A REPLY

Please enter your comment!
Please enter your name here