ରେଲୱେ ପାଇଁ ଓଡିଶାକୁ ୪୩୭୩ କୋଟି ଅନୁଦାନ
ଅନୁଗୁଳ-ସୁକିନ୍ଦା ଲାଇନ ପାଇଁ ୪୫୦ କୋଟି ଅନୁଦାନ
ହରିଦାସପୁର- ପାରାଦୀପ ପାଇଁ ୧୦୦ କୋଟି
ଖୋର୍ଦ୍ଧା-ବଲାଙ୍ଗିର ଲାଇନ ପାଇଁ ୫୨୦ କୋଟି
ତାଳଚେର-ବିମଳାଗଡ ପାଇଁ ୧୪୦ କୋଟି
ଜୟପୁର-ମାଲକାନଗିରି ପାଇଁ ୩୩ କୋଟି ଅନୁଦାନ
ଜୟପୁର-ନବରଙ୍ଗପୁର ପାଇଁ ୨୦ କୋଟି
ଖୋର୍ଦ୍ଧା ରୋଡ- ବିଜୟ ନଗରମ ପାଇଁ ୨୦ କୋଟି
ସମ୍ବଲପୁର-ତାଳଚେର ଲାଇନ ଦୋହରୀକରଣ ପାଇଁ ୨୯୨ କୋଟି
ସମ୍ବଲପୁର-ଟିଟିଲାଗଡ ଦୋହରୀକରଣ ପାଇଁ ୩୮୨ କୋଟି
ଟିଟିଲାଗଡ-ବିଜୟନଗରମ ତୃତୀୟ ଲାଇନ ପାଇଁ ୩୮୦ କୋଟି
ବାଂଶପାଣି –ଦୈତାରୀ-ଟମଖା-ଯଖପୁରା ପାଇଁ ୮୦ କୋଟି
ବୃନ୍ଦାମାଲ-ଝାରସୁଗୁଡା ଫ୍ଲାଏଓଭର କନେକ୍ସନ ପାଇଁ ୧୦ କୋଟି
ଭଦ୍ରକ-ନିର୍ଗୁଣ୍ଡ ତୃତୀୟ ଲାଇନ ପାଇଁ ୧୦୨ କୋଟି
ଜରପଡା- ବୁଢାପଙ୍କ ତୃତୀୟ ଓ ଚତୁର୍ଥ ଲାଇନ ପାଇଁ ୧୧୮ କୋଟି
ବୁଢାପଙ୍କ-ସାଲେଗାଁ ତୃତୀୟ ଓ ଚତୁର୍ଥ ଲାଇନ ପାଇଁ ୨୦୫ କୋଟି
କୋରାପୁଟ-ସିଙ୍ଗାପୁର ରୋଡ ପାଇଁ ୨୦୧ କୋଟି
ଝାରସୁଗୁଡା-ବିଳାସପୁର ଚତୁର୍ଥ ଲାଇନ ପାଇଁ ୨୮୦ କୋଟି
ରାଉରକେଲା-ଝାରସୁଗୁଡା ତୃତୀୟ ଲାଇନ ପାଇଁ ୧୭୦ କୋଟି
ପୂର୍ବତଟ ରେଲୱେକୁ ମୋଟ ୫, ୮୬୫ କୋଟି ଟଙ୍କାର ଅନୁଦାନ

LEAVE A REPLY

Please enter your comment!
Please enter your name here