୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି । ପୂର୍ବର ସମସ୍ତ ନିର୍ଦ୍ଦେଶକୁ ବାତିଲ କରି ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ । ବଲାଙ୍ଗୀର ଓ ଦେବଗଡ ଦାୟିତ୍ୱରେ ମନ୍ତ୍ରୀ ସୁଶାନ୍ତ ସିଂହ ରହିଛନ୍ତି । ସେହିପରି ଖୋର୍ଦ୍ଧା-ପ୍ରମିଳା ମଲ୍ଲିକ, କଟକ-ଉଷା ଦେବୀ, ପୁରୀ-ରଣେନ୍ଦ୍ର ସ୍ୱାଇଁ, ସୁନ୍ଦରଗଡ-ପ୍ରୀତିରଞ୍ଜନ ଘଡେଇ , ନୂଆପଡା-ଦିବ୍ୟଶଙ୍କର ମିଶ୍ର । କନ୍ଧମାଳ-ପ୍ରତାପ ଜେନା, କେନ୍ଦ୍ରାପଡା-ଦେବାଶିଷ ସାମନ୍ତରାୟ । ପ୍ରଣବ ପ୍ରକାଶ ଦାଶଙ୍କୁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଦାୟିତ୍ୱ ମିଳିଛି । ବାଲେଶ୍ୱର-ପ୍ରତାପ ଦେବ, ଜଗତସିଂହପୁର-ସମୀର ଦାଶ, କଳାହାଣ୍ଡି-ନବ ଦାଶ, ନୂଆପଡା-ଦିବ୍ୟଶଙ୍କର ମିଶ୍ର, କୋରାପୁଟ ଓ ମାଲକାନଗିରିର ଦାୟିତ୍ୱରେ ଚନ୍ଦ୍ର ସାରଥୀ ବେହେରା । ଅନୁଗୁଳ-ପ୍ରଶାନ୍ତ ମୁଦୁଲି, ବରଗଡ-ସୁଧୀର କୁମାର ସାମଲ, ଭଦ୍ରକ-ପ୍ରଣବ ବଳବନ୍ତରାୟ, ବୌଦ୍ଧ-ସୌଭାଗ୍ୟ ନାଏକ, ଢେଙ୍କାନାଳ-ବିଜୟ ନାୟକ, ଗଜପତି-ଅତନୁ ସମ୍ୟସାଚୀ ନାୟକ, ଗଞ୍ଜାମ-ପ୍ରଫୁଲ୍ଲ ମଲ୍ଲିକ, ଯାଜପୁର-ଅଶୋକ ଚନ୍ଦ୍ର ପଣ୍ଡା, ଝାରସୁଗୁଡା-ସୁବାଷ ସିଂହ, ନବରଙ୍ଗପୁର-ତୁଷାରକାନ୍ତି ବେହେରା, ନୟାଗଡ-ପଦ୍ମନାଭ ବେହେରା, ସମ୍ବଲପୁର-ନଳୀନିକାନ୍ତ ପ୍ରଧାନ, ସୋନପୁର-ପ୍ରଦୀପ କୁମାର ଅମାତ୍ । ଏହି ନୂଆ ତାଲିକା ପ୍ରକାଶ କରିଛନ୍ତି ବିଜେଡି ଗଣମାଧ୍ୟମ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ।

LEAVE A REPLY

Please enter your comment!
Please enter your name here