ଶପଥ ନେଲେ ରୁଦ୍ର ମହାରଥୀ। ବିଧାୟକ ଭାବେ ବିଧାନସଭାରେ ଶପଥ ନେଇଛନ୍ତି ରୁଦ୍ର । ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି ରୁଦ୍ର ମହାରଥୀ । ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଦ୍ର ମହାରଥୀଙ୍କୁ ଶପଥ ପାଠ କରାଇଛନ୍ତି । ନବ ନିର୍ବାଚିତ ବିଧାୟକ ରୁଦ୍ର ମହାରଥୀଙ୍କୁ ମିଶାଇ ବର୍ତ୍ତମାନ ବିଧାନସଭାରେ ବିଜେଡିର ୧୧୪ କୁ ବୃଦ୍ଧି ପାଇଛି ବିଧାୟକଙ୍କ ସଂଖ୍ୟା । ପୂର୍ବରୁ ପ୍ରତ୍ୟେକ ଉପନିର୍ବାଚନରେ

LEAVE A REPLY

Please enter your comment!
Please enter your name here