ଆରପାରିରେ ବିଶିଷ୍ଟ ବାମପନ୍ଥୀ ନେତା କମ୍ରେଡ ଶିବାଜୀ ପଟ୍ଟନାୟକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଶିବାଜୀ ପଟ୍ଟନାୟକଙ୍କ ପରଲୋକ ସଂପର୍କରେ ସୂଚନା ଦେଲେ ସିପିଆଇ(ଏମ) ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ ।

ଶିବାଜୀ ପଟ୍ଟନାୟକ ତିନିଥର ସାଂସଦ ରହିଥିଲେ । 1977ରେ ସେ ପ୍ରଥମ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here