କରୋନା ମୁକାବିଲା ନେଇ ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗଚୀଙ୍କ ସୂଚନା । ସମସ୍ତ ୩୦ ଜିଲ୍ଲା ଲକ୍‌ଡାଉନ୍ ନେଇ ସରକାରଙ୍କ ନିଷ୍ପତ୍ତି । ଆଜି ମଧ୍ୟ ରାତ୍ରି ଯାଏଁ ଅବଶିଷ୍ଟ ୧୬ ଜିଲ୍ଲା ଲକ୍ ଡାଉନ୍ ହେବ । ପ୍ରଥମେ ୫ଟି , ଗତକାଲି ୯ଟି ଜିଲ୍ଲା ଲକ୍ ଡାଉନ୍ ଘୋଷଣା ହୋଇଥିଲା । ଆଜି ଅପରାହ୍ନ ୪ଟା ୩୦ରେ ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ । ସମସ୍ତଙ୍କୁ ଗଣମାଧ୍ୟମ ଜରିଆରେ ସୁଚନା ଦିଆଯିବ କହିଲେ ବାଗଚୀ ।

LEAVE A REPLY

Please enter your comment!
Please enter your name here