ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନବୀନଙ୍କ ନୂଆବର୍ଷ ଭେଟି । ନୂଆବର୍ଷ ଅବ୍ୟବହିତ ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଭୟ କର୍ମଚାରୀ ଓ ପେନସନ ଉପଭେକ୍ତାଙ୍କ ପାଇଁ 4 ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ମହଙ୍ଗା ଭତ୍ତା ବୃଦ୍ଧି ବିଜ୍ଞପ୍ତି ପ୍ରକାଶ କରାଯାଇଛି । 2022 ଜୁଲାଇ ପହିଲାରୁ ବର୍ଦ୍ଧିତ ମହଙ୍ଗା ଭତ୍ତା ଲାଗୁ ହେବ ।

LEAVE A REPLY

Please enter your comment!
Please enter your name here