ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣା । ୩ ଜଣଙ୍କୁ ଉଠାଇନେଲା ଏସଆଇଟି । ପରୀର ଗାଁ ଯଦୁପୁରରୁ ୩ ଜଣଙ୍କୁ ଉଠାଇନେଲା । ନୟାଗଡ ସଦର ଥାନା ଯଦୁପୁର ଗାଁରୁ ଉଠାଇ ନେଲା । ସରୋଜ ସେଠୀ, ତାଙ୍କ ମା ଓ ଭଉଣୀଙ୍କୁ ଉଠାଇନେଲା

LEAVE A REPLY

Please enter your comment!
Please enter your name here