ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କୁ ହରାଇଛି ପୁରା ଦେଶ । ସେ ଏବେ ଆମ ଗହଣରେ ନାହାଁନ୍ତି ସତ ହେଲେ ଦେଇଯାଇଥିବା ଭିଡିଓ ବାର୍ତ୍ତା ଆଜି ସମସ୍ତଙ୍କ ମନକୁ ଗର୍ବିତ କରୁଛି । ୧୯୭୧ ଯୁଦ୍ଧ ବିଜୟର ୫୦ ବର୍ଷ ପୂର୍ତ୍ତି ଅବସରରେ ଇଣ୍ଡିଆ ଗେଟରେ ସ୍ୱର୍ଣ୍ଣିମ ବିଜୟ ଉତ୍ସବ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଜେନେରାଲ ବିପିନ ରାୱତ ଶେଷ ବାର୍ତ୍ତା ପ୍ରଥମେ ପ୍ରସାରଣ କରାଯାଇଥିଲା । ସେ ଏହି କାର୍ଯ୍ୟକ୍ରମ ପାଇଁ ଗତ ୭ ତାରିଖରେ ରେକଡିଂ କରିଥିଲେ ।

LEAVE A REPLY

Please enter your comment!
Please enter your name here