ବିଦାୟ ନେଇଛି ବର୍ଷ ୨୦୧୯ । ଆସିଛି ୨୦୨୦ । ରଙ୍ଗାରଙ୍ଗ କାର୍ଯ୍ୟ ମାଧ୍ୟମରେ ନୂଆବର୍ଷକୁ ସମସ୍ତେ ସ୍ୱାଗତ କରିଛନ୍ତି । ଟ୍ୱିନ ସିଟି ସମେତ ବ୍ରହ୍ମପୁର, ରାଉରକେଲା, ବାଲେଶ୍ୱର ସବୁଠି ବିଳମ୍ବିତ ରାତି ଯାଏ ହୋଟେଲ, କ୍ଲବରେ ଚାଲିଥିଲା ନାଚ, ଗୀତର ଆସର । ରାଜ୍ୟର ବଡ ବଡ ସହରରେ ଥିବା ହୋଟେଲ ଓ କ୍ଲବ ପକ୍ଷରୁ ହୋଇଥିଲା ସ୍ୱତନ୍ତ୍ର ଆୟୋଜନ । ବିଭିନ୍ନ ପ୍ରକାର ଖାଦ୍ୟ , ପାନୀୟ ସହିତ ନାଚ ଗୀତର ତାତ୍ତାଳେ ୨୦୨୦କୁ ସ୍ୱାଗତ କରିଛନ୍ତି ଲୋକେ । ବଲିଉଡ , ଓଲିଉଡ କଳାକାରଙ୍କ ଷ୍ଟେଜ୍ ସୋ ମଧ୍ୟ ହୋଇଥିଲା ।

LEAVE A REPLY

Please enter your comment!
Please enter your name here