ପୁରୁଷ ହକି ବିଶ୍ୱକପରେ ଭାରତର ଉତ୍ସାହଜନକ ପ୍ରଦର୍ଶନ I ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିଅମରେ ଭାରତ ପ୍ରଥମ ମ୍ୟାଚରେ ସ୍ପେନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି I ଭାରତ 2-0 ରେ ସ୍ପେନକୁ ପରାସ୍ତ କରିଛି I ପୁରୁଷ ହକି ବିଶ୍ୱକପର ପ୍ରଥମ ଦିନର ଏହା ଚତୁର୍ଥ ମ୍ୟାଚ ଥିଲା I ପ୍ରଥମରୁ ହିଁ ଭାରତୀୟ ଖେଳାଳିମାନେ ପ୍ରଭାବ ବିସ୍ତାର କରି ରହିଥିଲେ I ହଜାର ହଜାର ଦର୍ଶକ ଭାରତ ସ୍ପେନ ମ୍ୟାଚର ମଜା ନେଇଥିଲେ I

LEAVE A REPLY

Please enter your comment!
Please enter your name here