ଆସନ୍ତାକାଲିଠାରୁ ମେ’ ୨ ଯାଏ କଲେଜ, ୟୁନଭର୍ସିଟି କ୍ଲାସ ବନ୍ଦ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି କାଲିଠାରୁ ୟୁଜି, ପିଜି କ୍ଲାସ ବନ୍ଦ ରହିବ । କାଲିଠାରୁ ୨ ତାରିଖ ଯାଏ ହେବନି କ୍ଲାସରୁମ୍ ପାଠପଢା । ତାତି ବଢୁଥିବାରୁ ଉଚ୍ଚଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି ।

LEAVE A REPLY

Please enter your comment!
Please enter your name here