ରାଜ୍ୟରେ ସବୁ ବୋର୍ଡ ପରୀକ୍ଷା ସ୍ଥଗିତ । ସ୍ଥଗିତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଟ୍ରିକ, ପ୍ଲସ ଟୁ ପରୀକ୍ଷା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ । 19 ଅପ୍ରେଲ ଠାରୁ ମଧ୍ୟ ସବୁ କ୍ଲାସ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ । ମହାମାରୀ ସ୍ଥିତିରେ ଉନ୍ନତି ଆସିବା ପରେ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯିବ । ସିବିଏସଇ ଅନୁବନ୍ଧିତ ଏବଂ ସମସ୍ତ ଇଂଲିଶ ମିଡିଅମ ସ୍କୁଲରେ ମଧ୍ୟ ଏହା ଲାଗୁ ହେବ ।

LEAVE A REPLY

Please enter your comment!
Please enter your name here