ପ୍ରକାଶ ପାଇଛି ୨୦୨୧ର ସିଭିଲ ସର୍ଭିସ ପରୀକ୍ଷା ଫଳ । ଏହି ପରୀକ୍ଷାରେ ଚଳିତବର୍ଷ ୬୮୫ ଜଣ କୃତ୍ୟକାର୍ଯ୍ୟ ହୋଇଛନ୍ତି । ଏଥିରେ ୨୪୪ ଜଣ ସାଧାରଣ ବର୍ଗର ରହିଥିବାବେଳେ ୭୩ ଜଣ ଇଡବ୍ଲ୍ୟୁଏସ, ୨୦୩ ଓବିସି, ୧୦୫ ଏସସି ଏବଂ ୬୦ ଏସଟି ବର୍ଗର ଅଛନ୍ତି । କିନ୍ତୁ ପ୍ରଥମ ସ୍ଥାନ ତଥା ଟପ୍ପ ୧ରେ ରହିଛନ୍ତି ଶ୍ରୁତି ଶର୍ମା । ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନକୁ ବି ଝିଅମାନେ କବ୍‌ଜା କରିଛନ୍ତି। ଅର୍ଥାତ୍ ପ୍ରଥମ ଚାରିଟି ସ୍ଥାନରେ ଚାରି ଜଣ ଝିଅ ରହିଛନ୍ତି। ଦ୍ୱିତୀୟ ସ୍ଥାନରେ ଅଙ୍କିତା ଅଗ୍ରୱାଲ ରହିଥିବା ବେଳେ ତୃତୀୟରେ ଜାମିନି ସିଂଗଲ ଓ ଚତୁର୍ଥରେ ଐଶ୍ୱର‌୍ୟ୍ୟା ବର୍ମା ରହିଛନ୍ତି।

LEAVE A REPLY

Please enter your comment!
Please enter your name here