ସିଏପିଏଫ କନେଷ୍ଟବଳ ପାଇଁ ଓଡିଆ ଭାଷାରେ ପରୀକ୍ଷା ହେବ । ପରୀକ୍ଷା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଗ୍ୟପ୍ତି ପ୍ରକାଶ ପାଇଛି । ବିଗ୍ୟପ୍ତି ଅନୁଯାୟୀ, ୧୩ଟି ଭାଷାରେ ପ୍ରାର୍ଥୀମାନେ ପରୀକ୍ଷା ଦେଇପାରିବେ । ଓଡିଆ ସମେତ ପ୍ରାର୍ଥୀମାନେ ଆସାମୀ, ବେଙ୍ଗଲୀ, ଗୁଜରାଟୀ, ମରାଠି, କନ୍ନଡ, ତାମିଲ, ପଞ୍ଜାବୀ, ତେଲୁଗୁ, ମାଲାୟାଲମ, ଉର୍ଦ୍ଦୁ, ମଣିପୁରୀ, କୋଙ୍କଣୀ ଭାଷାରେ ପରୀକ୍ଷା ଦେଇପାରିବେ । ଏହା ବ୍ୟତୀତ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ମଧ୍ୟ ପରୀକ୍ଷା ଦେଇପାରିବେ ପ୍ରାର୍ଥୀ ।

LEAVE A REPLY

Please enter your comment!
Please enter your name here