ଓଡିଶାରେ ମଧ୍ୟ ବଢୁଛି କରୋନା ସଙ୍କ୍ରମଣ । କିନ୍ତୁ ସ୍ଥିତି ନିୟନ୍ତ୍ରଣରେ ରହିଛି । ଗତକାଲି ଅପେକ୍ଷା ସଙ୍କ୍ରମଣ କମିଛି । ଗତ ୨୪ ଘଣ୍ଟାେରେ ରାଜ୍ୟରୁ ବାହାରିଛନ୍ତି ୨୦୪ ଆକ୍ରାନ୍ତ । ଗତକାଲି ସଂଖ୍ୟା ଥିଲା ୨୫୮ । ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ୍ ୫୮୨୪ ଟେଷ୍ଟ ହୋଇଛି । ଆଉ କେହି କରୋନାରେ ପ୍ରାଣ ହରାଇନାହାଁନ୍ତି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୫୫ ଆକ୍ରାନ୍ତ । ଏବେ ରାଜ୍ୟରେ ୧୨୯୫କୁ ବୃଦ୍ଧି ପାଇଛି ଆକ୍ଟିଭ୍ କେସ୍ । । ଦେଶରେ ଗତ ୨୪ ଘଣ୍ଟାରେ ୧୦,୫୭୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ବର୍ତ୍ତମାନ ଚିକିତ୍ସାଧୀନ ଥିବା କରୋନା ରୋଗୀଙ୍କ ସଂଖ୍ୟା ୫୩,୭୨୦କୁ ବୃଦ୍ଧି ପାଇଛି

LEAVE A REPLY

Please enter your comment!
Please enter your name here