ଅଗଷ୍ଟ ୧୬ରୁ ଖୋଲିବ କଲେଜ ଏବଂ ୟୁନିଭର୍ସିଟି । ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା କଲେଜ, ୟୁନିଭର୍ସିଟି ଖୋଲିବ । ପିଜି ପ୍ରଥମ ବର୍ଷ ଓ ୟୁଜି ପ୍ରି-ଫାଇନାଲ ବର୍ଷ ପାଇଁ ହେବ ପାଠପଢା । ୧୬ରୁ ଉଭୟ ବର୍ଗରେ କ୍ଲାସରୁମ ପାଠପଢା ନେଇ ବିଭାଗୀୟ ସୂଚନା । ତେବେ ପିଜି/ୟୁଜି ଫାଇନାଲ ପରୀକ୍ଷା ଅନଲାଇନରେ ହିଁ ହେବ ।

LEAVE A REPLY

Please enter your comment!
Please enter your name here