ଟୋକିଓ ଅଲିମ୍ପିକ୍ସରେ ଚମକିଲେ ଭାରତୀୟ ରେସଲର ବଜରଙ୍ଗ ପୁନିଆ । ରେସଲିଂର ସେମି ଫାଇନାଲରେ ପହଁଞ୍ଚିଛନ୍ତି ଭାରତୀୟ କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ । ୬୫ କେଜି ଫ୍ରି-ଷ୍ଟାଇଲରେ ପୁନିଆ ସେମିକୁ ପ୍ରବେଶ କରିଛନ୍ତି । କ୍ୱାର୍ଟରରେ ଇରାନ ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରିଛନ୍ତି ପୁନିଆ । ପୂର୍ବରୁ ଜିର୍ଗିଜସ୍ତାନର ଅକମା ତାଲିଏଭଙ୍କୁ ପରାସ୍ତ କରିଥିଲା ପୁନିଆ ।

LEAVE A REPLY

Please enter your comment!
Please enter your name here