ବିଦ୍ୟାଳୟ ଖୋଲିବାର ଗୋଟିଏ ଦିନ ପରେ ୨୬ ଶିକ୍ଷକ କରୋନା ପଜିଟିଭ୍ l ତେବେ ସର୍ବାଧିକ ମୋହନା ବ୍ଲକରୁ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ୍‌ ପରୀକ୍ଷା କେନ୍ଦ୍ରରୁ ୧୦ଜଣ ଚିହ୍ନଟ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ ପାତ୍ର।
ସେ କହିଛନ୍ତି-“କରୋନାରେ ଆକ୍ରାନ୍ତ ହୋଇଥିବା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କଠାରେ କୌଣସି ଲକ୍ଷଣ ନାହିଁ। ତେବେ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ସେମାନେ ସ୍କୁଲ ଆସିବେ ନାହିଁ। କ୍ୱାରେଣ୍ଟାଇନ୍‌ରେ ରହିବେ। ଆରୋଗ୍ୟ ହେଲା ପରେ ସ୍କୁଲ ଆସିବେ।”

LEAVE A REPLY

Please enter your comment!
Please enter your name here