ଦୁଷ୍କର୍ମୀକୁ ଫାଶି ଦଣ୍ଡ । ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ, ହତ୍ୟା ମାମଲା । ଦୋଷୀ ସୁନୀଲ ନାଏକକୁ ଫାଶି ଦଣ୍ଡାଦେଶ ଦେଲେ ଏଡିଜେ । ପୋକ୍ସୋ ଆଇନ୍ ଆଧାରରେ ଦୋଷୀକୁ ଫାଶି ଦଣ୍ଡାଦେଶ । ୨୮ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଫାଶି ଦଣ୍ଡାଦେଶ । ୨୦୧୭ରେ ଚମ୍ପୁଆ ଥାନା ଅଞ୍ଚଳରେ ଘଟିଥିଲା ଦୁଷ୍କର୍ମ, ହତ୍ୟା ।

LEAVE A REPLY

Please enter your comment!
Please enter your name here