ଗୋଟିଏ ଦିନରେ ରାଜ୍ୟର ଦୁଇ କମିଶନ ଅଧକ୍ଷାଙ୍କ ଇସ୍ତଫା । ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ନିଜ ପଦରୁ ଇସ୍ତଫା ଦେଇଥିବାବେଳେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଛନ୍ତି ମୀନତି ବେହେରା । ଦୁଇଜଣ ନିଜ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଦେଇଛନ୍ତି ବୋଲି ସୂଚନା ମିଳିଛି । କାର୍ଯ୍ୟକାଳ ଅବଧି ୩ ବର୍ଷ ପୂରିବା ପୂର୍ବରୁ ଦୁଇଜଣ ଇସ୍ତଫା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here