୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସବୁ ବିଭାଗୀୟ ଅଫିସ । କରୋନା ସଙ୍କ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି । କେବଳ ଡେପ୍ୟୁଟି ସେକ୍ରେଟାରୀ ରାଙ୍କ୍ କିମ୍ବା ତଦୁର୍ଦ୍ଧ୍ୱ ଅଧିକାରୀ ସବୁଦିନ ଅଫିସ ଆସିବେ । ଅଫିସ ଆସୁନଥିବା ଷ୍ଟାଫ୍ ଏବଂ ଅଧିକାରୀଙ୍କ ପାଇଁ ୱାର୍କ ଫ୍ରମ ହୋମର ବ୍ୟବସ୍ଥା କରାଯିବ । ଆଜି ଏନେଇ ବିସ୍ତ୍‌ୃତ ଭାବରେ ନିର୍ଦ୍ଦେଶନାମା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here