ଆଇଡି ମାର୍କେଟ ତିନିଦିନ ପାଇଁ ସିଲ୍ । ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟ ୩ ଦିନ ପାଇଁ ବନ୍ଦ ହେଲା । କୋଭିଡ ନିୟମ ଉଳ୍ଲଂଘନ ହେଉଥିବାରୁ ବିଏମସି ଏହି ବଡ ପଦକ୍ଷେପ ନେଇଛି । ଆଜିଠାରୁ ୨୪ ଘଣ୍ଟା ପାଇଁ ସିଲ୍ ହୋଇଛି ମାର୍କେଟ । ଶନିବାର ଏବଂ ରବିବାର ସପ୍ତାହାନ୍ତ ସଟଡାଉନ୍ ରହିଛି । ତେଣୁ ତିନି ଦିନ ପାଇଁ ଇନ୍ଦ୍ରଧନୁ ମାର୍କେଟ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here