କଳାହାଣ୍ଡି ଥୂ.ରାମପୁର ରାସ୍ତାର ସାଇଧାମ ନିକଟରେ ଥିବା ବ୍ରିଜ୍ ଭୁଶୁଡିପଡିଛି । ବ୍ରିଜ୍ ଉପରେ ଯାଉଥିବା ୨ଟି କାର୍ ଖସି ପଡିବା ଫଳରେ ଚାପି ହୋଇ ରହିଛି । ୨ଟି କାରରେ ପ୍ରାୟ ୬ ଜଣ ଥିବା ସୂଚନା ରହିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here