ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ । ଗୋଖାଦ୍ୟ ଦୁର୍ନୀତି ମାମଲାରେ ରାଞ୍ଚି ସିବିଆଇ କୋର୍ଟଙ୍କ ଦଣ୍ଡାଦେଶ । ୫ ବର୍ଷ ଜେଲ ଦଣ୍ଡାଦେଶ ସହ ୬୦ ଲକ୍ଷ ଜରିମାନା । ଗୋଖାଦ୍ୟ ଦୁର୍ନୀତିର ପଞ୍ଚମ ମାମଲାରେ ଦଣ୍ଡାଦେଶ ।

LEAVE A REPLY

Please enter your comment!
Please enter your name here