ସେପ୍ଟେମ୍ବର ପହିଲାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ । ୧ରୁ ଆରମ୍ଭ ହୋଇ ୯ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଅଧିବେଶନ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଚିଠି । ୫ ତାରିଖ ରବିବାର ଛାଡି ବାକି ୮ଦିନ କାର୍ଯ୍ୟ ଦିବସ । ୮ଦିନରୁ ୭ ଦିନ ଅଫିସିଆଲ ବିଜିନେସ୍ ପାଇଁ ନିଘଣ୍ଟ । ୩ ତାରିଖ ଦିନଟିଏ ପ୍ରାଇଭେଟ ମେମ୍ବର୍ସ ବିଜିନେସ ପାଇଁ ଧାର୍ଯ୍ୟ ।

LEAVE A REPLY

Please enter your comment!
Please enter your name here