2021-22 ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟ ବଜେଟ ଆଗତ କରିଛନ୍ତି । ବଜେଟରେ 100 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏଥିସହିତ 17,468 କୋଟି ଟଙ୍କାର କୃଷି ବଜେଟ ଆଗତ କରିଛନ୍ତି । ବଜେଟରେ 6 ହଜାର 32 କୋଟି ଟଙ୍କାର ରାଜସ୍ବ ବଳକା ଦର୍ଶାଯାଇଛି । 23 ଲକ୍ଷ ଅତିରିକ୍ତ ହିତାଧକାରୀଙ୍କୁ ଟଙ୍କିକିଆ ଚାଉଳ ଦେବାକୁ ଲକ୍ଷ ରଖାଯାଇଛି ।

ଶିକ୍ଷା ଓ ଦକ୍ଷତା ବିକାଶ – 24, 370 କୋଟି
ମୁଖ୍ୟମନ୍ତ୍ରୀ ସଡକ ଯୋଜନା – 300 କୋଟି
ସ୍ବଚ୍ଛ ଭାରତ ମିଶନ ଗ୍ରାମାଞ୍ଚଳ – 200 କୋଟି
ସ୍ବଚ୍ଛ ଭାରତ ମିଶନ ସହରାଞ୍ଚଳ – 215 କୋଟି-
ମମତା ଯୋଜନା – 279 କୋଟି
ସୁନ୍ଦରଗଡ ହକି ଷ୍ଟାଡିଅମ – 90 କୋଟି
ନୀଳବିପ୍ଳବ – 161 କୋଟି
ମାଛଚାଷ ଓ ପଶୁପାଳନ – 1415 କୋଟି
ସାମାଜିକ ସହାୟତା ଯୋଜନା – 923 କୋଟି
ପୁରୀ ଅବଢା ଯୋଜନା – 533 କୋଟି
କଟକ ବସ୍ ଟର୍ମିନାଲ 100 କୋଟି
ସମଲେଇ ଯୋଜନା – 200 କୋଟି
ବିଧାୟକ ହାତ ପାଣ୍ଠି ପାଇଁ – 441 କୋଟି
ଖାଦ୍ୟ ସୁରକ୍ଷା ଯୋଜନା – 969 କୋଟି
ଏସସିବି ମେଡିକାଲ ପାଇଁ 500 କୋଟି
ସ୍ବାସ୍ଥ୍ୟ ବିମା ପାଇଁ – 1353 କୋଟି
ପ୍ରମୁଖ ନଦୀର ଜଳସ୍ରୋତ ରୋକିବାକୁ 454 କୋଟି
ବସ୍ତି ବାସିନ୍ଦାଙ୍କ ଘର – 300 କୋଟି
ବିଶ୍ବ ଦକ୍ଷତା କେନ୍ଦ୍ର – 100 କୋଟି

LEAVE A REPLY

Please enter your comment!
Please enter your name here