କଲ୍ୟାଣୀ ଗ୍ରୁପ୍ ଡିଫେନ୍ସ କମ୍ପାନୀ ହେଉଛି କମ୍ପାକ୍ଟ ଗାଡି ପାଇଁ ତିଆରି କରୁଥିବା ଏକ୍ସେଲ, ଏଗ୍ରିଗେଟସ୍ ଓ ଡ୍ରାଇଭ ଲାଇନ ଭିତରେ ଏକ ପ୍ରମୁଖ କମ୍ପାନୀ. ତେବେ ଏହି କମ୍ପାନୀ ଭାରତୀୟ ସେନା ପାଇଁ ବିଭିନ୍ନ ପ୍ରକାର ଗାଡି ପ୍ରସ୍ତୁତ କରୁଛି. ବର୍ତ୍ତମାନ କମ୍ପାନୀ ଲାଇଟ୍ ଆର୍ମଡ ଭେଇକେଲ, ଲାଇଟ ଷ୍ଟ୍ରାଇକ୍ ଭେଇକେଲ, ମାଇନ୍ ପ୍ରୋଟେକ୍ଟଡ ଭେଇକେଲ ଓ ଆର୍ମର ପର୍ସନାଲ କ୍ୟାରିୟର ପ୍ରସ୍ତୁତ କରୁଛି. ତେବେ ଏହିସବୁ ଗାଡିକୁ ସିକ୍ରେଟ ଜାଗାରରେ ନିର୍ମାଣ କରାଯାଉଛି ଓ ଏଥିମଧ୍ୟରୁ ଏକ ଭେଇକେଲକୁ ଟେଷ୍ଟିଂ ସମୟରେ ଦେଖାଯାଇଥିଲା. ବର୍ତ୍ତମାନ ଅହମ୍ମଦାବାଦରେ  ଲାଇଟ ଷ୍ଟ୍ରାଇକ୍ ଭେଇକେଲର ଟେଷ୍ଟିଂ ଚାଲୁଅଛି.

LEAVE A REPLY

Please enter your comment!
Please enter your name here