ଫେଷ୍ଟିଭ ସିଜିନ ଆରମ୍ଭ ପୂର୍ବରୁ ଗାଡି ଉପରେ ଡିସକାଉଣ୍ଟ ମିଳିବା ଆରମ୍ଭ ହୋଇଯାଇଛି. ଏହି ସମୟରେ ବଡ ବଡ କାର୍ କମ୍ପାନୀ ମଧ୍ୟ ସେମାନଙ୍କ ଲାଭ ଉଠାଇବାକୁ ଚାହୁଁଛନ୍ତି. ବର୍ତ୍ତମାନ ମାରୁତୀ ତାର କେତେକ ଗାଡି ଉପରେ 70,000 ଟଙ୍କା ଡିସକାଉଣ୍ଟର ଅଫର ଦେଇଛି. କମ୍ପାନୀ Alto K10, WagonR ଓ celerio ର ଅଟୋମେଟିକ ଭର୍ସନ ଉପରେ ଏହି ଅଫର ଦେଇଛି. କମ୍ପାନୀ ଏହାର ଛୋଟ କାର୍ Alto K10 ଉପରେ ବହୁତ ଭଲ ଡିସକାଉଣ୍ଟ ଦେଇଛି. କମ୍ପାନୀ ତରଫରୁ ଏହି କାର୍ ଉପରେ 62,000 ଟଙ୍କାର ଡିସକାଉଣ୍ଟ ଦିଆଯାଇଛି ଏବଂ celerio ଉପରେ 60,000 ଟଙ୍କାର ଡିସକାଉଣ୍ଟ ଓ WagonR ଉପରେ 70,000 ଟଙ୍କାର  ଡିସକାଉଣ୍ଟ ଦିଆଯାଇଛି.

LEAVE A REPLY

Please enter your comment!
Please enter your name here