ୱାନ୍ ପ୍ଲସ 6 ଲଞ୍ଚ ହେବା ପରେ ୱାନ୍ ପ୍ଲସ 6ଟି ଆସିବାକୁ ନେଇ ଚର୍ଚ୍ଚା ଲାଗିରହିଛି. ଯଦିଓ କଂପାନୀ ତରଫରୁ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟୀକରଣ କରାଯାଇନାହିଁ କିନ୍ତୁ ଏହା ବହୁତ ଜଲଦି ଲଞ୍ଚ ହେଇପାରେ ବୋଲି ଏକ ରିପୋର୍ଟରୁ ଜଣାପଡିଛି. ୱାନ ପ୍ଲସ 6T ପୂର୍ବରୁ ୱାନ ପ୍ଲସ 6 5 କୁ ଯେପରି A600 A5010 ନାମରେ ସମସ୍ତେ ଜାଣୁଥିଲେ ସେହିପରି ୱାନ୍ ପ୍ଲସ 6T କୁ A6013 କୋଡରେ ଜଣାଯିବ. ଏକ ରିପୋର୍ଟ ଅନୁସାରେ, 6T କୁ T ମୋବାଇଲ ୱେବସାଇଟରେ ବିକ୍ରି କରାଯିବ ଯାହାର ମୂଲ୍ୟ ପ୍ରାୟ 38,000 ରହିବ. କଂପାନୀ ଏ ଯାଏଁ ଯେତିକି ସ୍ମାର୍ଟଫୋନ ଲଞ୍ଚ କରିଛି ସେଥିରେ କିଛି ନା କିଛି ନୁଆ ଆଣିଛି. 6T ରେ 6.2 ଇଞ୍ଚର FHD+ ଡିସପ୍ଲେ ରହିଥିବା ବେଳେ 845 କ୍ୱାଲକମ ସ୍ପେଣ୍ଟ୍ରାଗନର ପ୍ରୋସେସର ମଧ୍ୟ ରହିଛି.  

LEAVE A REPLY

Please enter your comment!
Please enter your name here