ଦେଶର ସବୁଠୁ ବଡ ବିମାନ କମ୍ପାନୀ ଇଣ୍ଡିଗୋ ନିଜର ୧୦ ଲକ୍ଷ ସିଟ୍ ସେଲ ଆରମ୍ଭ କରିଛି । ଏହି ସୁଚନା ଅନୁଯାୟୀ ଟିକଟର ମୂଲ୍ୟ ୯୯୯ ଟଙ୍କାରୁ ଆରମ୍ଭ ହେଉଛି । ସୀମିତ ସମୟ ପାଇଁ ଏହି ସେଲରେ ଗୋଟିଏ ପଟର ବିମାନ ଭଡା ବାବଦକୁ ୯୯୯ ଟଙ୍କା ଭଡା ଧାର୍ୟ୍ୟ କରାଯାଇଥିବା କମ୍ପାନୀ କହିଛି ।
ଏଥିରେ ଗ୍ରାହକ ଇଣ୍ଡିଗୋ ନେଟୱାର୍କର କୌଣସି ବି ସ୍ଥାନ ପାଇଁ ଟିକଟ କାଟି ପାରିବେ । ସୋମବାରଠାରୁ ଏହି ସେଲ୍ ଆରମ୍ଭ ହୋଇଛି ଓ ଏହା ସେପ୍ଟେମ୍ବର ୬ ଯାଏଁ ଚାଲିବ । ଯାତ୍ରୀମାନେ ସେପ୍ଟେମ୍ବର ୧୮,୨୦୧୮ରୁୁ ମାର୍ଚ୍ଚ ୩୦ ୨୦୧୯ ପର୍ୟ୍ୟନ୍ତ ଯାତ୍ରା କରିପାରିବେ ।

LEAVE A REPLY

Please enter your comment!
Please enter your name here