ଆହ୍ଲାବାଦରେ ଏବେ ମାତ୍ର ୧୦ ଟଙ୍କାରେ ମିଳିବ ପେଟପୁରା ଖାଦ୍ୟ । ଏହି ଥାଳି ଏବେ ଆର୍ଥିକ ଦୂର୍ବଳ ଶ୍ରେଣୀର ଲୋକମାନଙ୍କୁ ଯୋଗାଇ ଦିଆଯିବ । ଏହି ଯୋଜନାକୁ ରବିବାର ଆଲ୍ଲାବାଦର ମେୟର ଅଭିଳାଷ ଗୁପ୍ତା ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ଏହାର ନାଁ ଯୋଗୀ ଥାଳି ରଖାଯାଇଛି । ଏହା ସମ୍ପୂର୍ଣ୍ଣ ନିରାମିଷାଶୀ ହୋଇଥିବାବେଳେ ଏତିରେ ଭାତ, ଡାଲି, ୨ଟି ତନ୍ଦୁରୀ ରୁଟି କିମ୍ବା ୪ଟି କଚୋଡି , ଆଚାର ଓ ସାଲଡ ଦିଆଯିବ ।

LEAVE A REPLY

Please enter your comment!
Please enter your name here