32.1 C
Bhubaneswar
Monday, April 21, 2025
-Advertisement-

ଅଧିକାଂଶ ଆସନରେ ପ୍ରାର୍ଥୀ ଦୋହରାଇଲା ବିଜେଡି, ପାଟକୁରାରେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ପାଇଲେ ଟିକଟ

ଆଜି ବିଜେଡି ଘୋଷଣା କରିଥିବା ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ଗତଥରର ଅଧିକାଂଶ ପ୍ରାର୍ଥୀଙ୍କୁ ଦୋହରାଇଛି । ଆଜି 71ଟି ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଚବିଶବର୍ଷ ତଳେ ଦଳରୁ ବହିଷ୍କୃତ...

ବିଜେଡିର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା, ଭୁବନେଶ୍ବରରୁ ସୁର ରାଉତରାୟଙ୍କ ପୁଅ ମନ୍ମଥ

ବିଜେଡି ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତାଲିକାରେ 9 ଟି ଲୋକସଭା ଆଶନ ଏବଂ 71ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । 9ଟି ଲୋକସଭା ଆସନ ମଧ୍ୟରେ ଭୁବନେଶ୍ବର...

ଜେଲ୍ ଭିତରୁ ସରକାର ଚଲାଇଲେ କେଜ୍ରିୱାଲ

ଜେଲ୍ ଭିତରେ ରହି ସରକାର ଚଳାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ମଦ ଦୁର୍ନୀତି ମାମଲାରେ ଇଡି ହାଜତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଜେଲ୍ ଭିତରୁ ପ୍ରଥମ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେ ତାଙ୍କ...

ଭାଗ ଛିଣ୍ଡିଲାନି, ଏକା ଏକା ଲଢିବାକୁ ନିଷ୍ପତ୍ତି

ଯେତେ କସରତ କଲେ ବି ଭାଗ ଛିଣ୍ଡିଲାନି । ବିଜେପି କଥାରେ ବିଜେଡି ରାଜି ହେଲାନି କି ବିଜେଡି ପ୍ରସ୍ତାବରେ ବିଜେପି । ବିଜେପି ଚାହୁଁଥିଲା 21 ଲୋକସଭା ଆସନରୁ 14 ଆସନ ନେବ । ସେହି ଅନୁପାତରେ ବିଧାନସଭା...

କେଜ୍ରିଓ୍ୱାଲ ଗିରଫ

ଶେଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଇଡି ଗିରଫ କରିଛି । ଆଜି ଇଡିର ଏକ ବାରଜଣିଆ ଟିମ୍ କେଜ୍ରିଓ୍ଲାଲଙ୍କ ବାସଭବନରେ ପହଞ୍ଚି ଦିଲ୍ଲୀ ମଦ ନୀତି ସ୍କାମ ସଂପର୍କରେ ପଚରାଉଚରା କରିଥିଲେ । ପୂର୍ବରୁ...

ମେଣ୍ଟ ହେବ !

ନିର୍ବାଚନ ତାରିଖ ଘୋଷଣା ପରେ ବି ମେଣ୍ଟ ଅଙ୍କ ଛିଣ୍ଡୁ ନ ଥିବାରୁ ବିଜେଡି-ବିଜେପି ନେତା ପାଟିରେ ହାତ ଦେଇ ବସିଛନ୍ତି । ଦଳୀୟ କର୍ମୀ ଓ ନେତାଙ୍କୁ ଉତ୍ସାହିତ କରିବା ପାଇଁ ଉଭୟ ଦଳ ନିଜ ନିଜର ଶକ୍ତିକୁ...

ଓଡିଶାରେ ମେ 13, 20, 25 ଓ ଜୁନ 1ରେ ଭୋଟ

ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଚାରୋଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେବ । ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓଡିଶା ସମେତ ଚାରୋଟି ରାଜ୍ୟ ସିକିମ, ଅରୁଣାଚଳ ପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ପାଇଁ ନିର୍ବାଚନ ତାରିଖ...

ତିନିଦେଶର ଅଣ-ମୁସଲିମ ଶରଣାର୍ଥୀଙ୍କୁ ନାଗରିକତ୍ବ ପ୍ରଦାନ ପାଇଁ ଲାଗୁ ହେଲା ସିଏଏ

ଦୀର୍ଘବର୍ଷ ଧରି ଆଇନରେ ପରିଣତ ହୋଇସାରିଥିବା ନାଗରିକତ୍ବ ସଂଶୋଧନ ଆଇନ ବା ସିଏଏ ଆଜି ଠାରୁ ଲାଗୁ ହୋଇଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ବିଜ୍ଞପ୍ତି ବଳରେ 2014...

ବିଜେପିରେ ମିଶିଲେ ବରିଷ୍ଠ କଂଗ୍ରେସ ନେତା ପଚୌରୀ

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପଚୌରୀ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଗାନ୍ଧୀ ପରିବାରର ଅତ୍ୟନ୍ତ ଘନିଷ୍ଠ ଥିବା ଶ୍ରୀ ପଚୌରୀ କଂଗ୍ରେସ ସହ ଦୀର୍ଘବର୍ଷର ସଂପର୍କକୁ ଛିନ୍ନ କରି ବିଜେପିରେ ସାମିଲ ହୋଇଯାଇଛନ୍ତି...

ମେଣ୍ଟ ପାଇଁ ତୁଟିଲା ଭାଗବଣ୍ଟା, ଘୋଷଣାକୁ ଅପେକ୍ଷା

ବିଜେଡି ବିଜେପି ମେଣ୍ଟରେ କିଏ କେତେ ଆସନରେ ଲଢେଇ କରିବେ, ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି । 15 ବର୍ଷ ତଳେ ହୋଇଥିବା ମେଣ୍ଟ ଫର୍ମୁଲା 12:9 ଏଥର ଆଉ କାମ କରିବନି । ଲୋକସଭା ଆସନରେ ଏଥର...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...