ମଦ୍ୟପାନ କରି ଛାତ୍ରଛାତ୍ରୀଙ୍କୁ କ୍ଲାସରୁମରେ ବନ୍ଦ କଲେ ପ୍ରଧାନ ଶିକ୍ଷକ
କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ଅମ୍ବୁରା ପ୍ରାଥମିକ ବିଦ୍ୟାଳୟର ଅଫିସ ରୁମ ଭିତରେ ଚାଲିଛି ମଦ ସହ ମାଛ ଭାତର ଆସର । ଏହି ମଦ ନିଶା ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି...
ୟୁଏଇ ଗସ୍ତର ପ୍ରଥମ ଦିନରେ ବିଶ୍ୱସ୍ତରୀୟ ନିବେଶ ଭାଗିଦାରୀକୁ ସୁଦୃଢ କଲା ଓଡ଼ିଶା:ଆଇଏଚସି ଏବଂ ଅଦାନୀ ଗ୍ରୁପ୍ ସହିତ...
ଆବୁଧାବି/ଭୁବନେଶ୍ବର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶା ବିଦେଶୀ ନିବେଶ ଭାଗିଦାରୀକୁ ଆଗେଇ ନେଇଛି । ଏଥିରେ ଏକ ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ, ୧୪ଟି ନୂଆ ପ୍ରକଳ୍ପ ପାଇଁ...
ଯୋଗ୍ୟତା ନଥିଲେ ସ୍କୁଲ-କଲେଜରେ ଶିକ୍ଷକ ନିଯୁକ୍ତି ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସ୍କୁଲ ଓ କଲେଜରେ ଶିକ୍ଷକ ନିଯୁକ୍ତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଯୋଗ୍ୟତା ନଥିଲେ ସ୍କୁଲ-କଲେଜରେ ଶିକ୍ଷକ ନିଯୁକ୍ତି ନାହିଁ । RTE, NCTE ଓ UGC ନିୟମରେ ଧାର୍ଯ୍ୟ...
ଇରାନର ୫ ତୈଳବାହୀ ଜାହାଜକୁ ଟାର୍ଗେଟ୍ କଲା ଆମେରିକା
ନୂଆଦିଲ୍ଲୀ: ଆମେରିକୀୟ ସେନା ଓମାନ ଉପସାଗର ଓ ଇରାନର ଖର୍ଗ ଦ୍ବୀପ ନିକଟରେ ଇରାନର ୫ଟି ଅଶୋଧିତ ତୈଳ ବୋଝେଇ ଜାହାଜ ଉପରେ ମଙ୍ଗଳବାର ଆକ୍ରମଣ କରିଛି । ଆମେରିକା କହିଛି ଯେ ଇରାନ ତା’ର ଏକ...
କଟକର ଏକ ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ
କଟକ: କଟକର ସିଡିଏ ସେକ୍ଟର-୧୦ ସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରୁ ଜଣେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣକ ହେଲେ ଚିନ୍ମୟ ସାହୁ। ମିଳିଥିବା ଖବର ଅନୁଯାୟୀ,...
ରାଜନୀତିକ ସମ୍ପୃକ୍ତି ଅଭିଯୋଗରେ ନିଲମ୍ବିତ ହେଲେ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ
ଭୁବନେଶ୍ୱର:ବିଜେଡି ର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଦୁର୍ଗା ଛୁରିଆଙ୍କୁ ନିଲମ୍ବନ କରାଯାଇଛି। ସେ କନ୍ଧମାଳ DRCSରେ SARCS ଭାବେ କାର୍ଯ୍ୟ କରୁଥିଲେ। ଏହା ସହିତ ସେ ଭୁବନେଶ୍ୱର ସମବାୟ ମୁଖ୍ୟାଳୟରେ SARCS ଭାବେ କାର୍ଯ୍ୟ...
MMDR ବିଲ୍କୁ ନେଇ ୨୯ରେ ବିଧାନସଭା ଘେରାଉ କରିବ କଂଗ୍ରେସ
ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ ଏମଏମଡିଆର ବିଲ୍କୁ ବିରୋଧ କରି ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ ବ୍ଲକ ନିଷ୍ପତ୍ତି ନେଇଛି ବୋଲି...
ମୁଖ୍ୟମନ୍ତ୍ରୀଙ୍କ UAE ଗସ୍ତ :ଓଡ଼ିଶାକୁ ପୁଞ୍ଜି ଆକର୍ଷଣ ପାଇଁ ନିବେଶକ ଓ ଶିଳ୍ପପତିଙ୍କ ସହିତ କରିବେ ଆଲୋଚନା
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ନୂଆଦିଲ୍ଲୀ ଯାଇ ସେଠାରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ପାଞ୍ଚ ଦିନିଆ ଗସ୍ତରେ ଯିବେ । ଓଡ଼ିଶାକୁ ପୁଞ୍ଜି ଆକର୍ଷଣ ପାଇଁ ବିଭିନ୍ନ ନିବେଶକ ଓ ଶିଳ୍ପପତିଙ୍କ ସହିତ ଆଲୋଚନା କରିବେ...
ରାଜ୍ୟ କ୍ୟାବିନେଟ୍ର ୪୭ତମ ବୈଠକରେ ୧୨ ବିଭାଗର ୧୮ ପ୍ରସ୍ତାବକୁ ମଞ୍ଜୁରୀ
ଭୁବନେଶ୍ୱର: ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୨ଟି ବିଭାଗର ୧୮ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ବିଦ୍ୟୁତ, ଶିକ୍ଷା, ନିଯୁକ୍ତି ଓ ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନା କ୍ଷେତ୍ରରେ ନିଆଯାଇଥିବା ନିଷ୍ପତ୍ତିକୁ...
CBSE ଢାଞ୍ଚାରେ ଚାଲିବ ନୂଆ ଏକକ ବୋର୍ଡ
ଭୁବନେଶ୍ୱର: ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ଏକକ ବୋର୍ଡ ଅଧୀନରେ ପରିଚାଳନା କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ୪୪ତମ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରତିଷ୍ଠା ଦିବସ ଅବସରରେ ଏନେଇ...
















