କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡ଼ି ; ପୋଷ୍ଟମର୍ଟମ ରିପୋର୍ଟରୁ ମିଳିଲା ମୃତ୍ୟୁ ରହସ୍ୟ
କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡ଼ି ଘଟଣାର ପୋଷ୍ଟମର୍ଟମ ରିପୋର୍ଟ ଆସିଲା। ପୋଡିଯିବା କାରଣରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ସ୍ପଷ୍ଟ ହୋଇଛି । କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ ସାମ୍ବାଦିକ ସମ୍ମିଳନୀ କରି ସୂଚନା...
ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ
ଅନୁଗୁଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ଗିରଫ ପରେ ତାଙ୍କୁ ସୁନ୍ଦରଗଡ଼ର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯିବ। ଗତକାଲି ଭୁବନେଶ୍ବର, ରାଉରକେଲା, ସୁନ୍ଦରଗଡ଼, ଅନୁଗୁଳ ଓ...
ଯୁଦ୍ଧ ବନ୍ଦ ପାଇଁ ଆଲୋଚନା, ସେପଟେ ଋଷର ବଡ଼ ଆକ୍ରମଣ
ଏପଟେ ଯୁଦ୍ଧ ବନ୍ଦ ପାଇଁ ଆଲୋଚନା ଚାଲିଥିବା ବେଳେ ସେପଟେ ଆକ୍ରମଣ । ଆମେରିକାରେ ଟ୍ରମ୍ପ-ଜେଲେନସ୍କିଙ୍କ ବୈଠକ ଶେଷ ହେବା ପରେ ୟୁକ୍ରେନରେ ଋଷ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନର ରାଷ୍ଟ୍ରପତି...
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲେ ପୁଟିନ
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ପୁଟିନ ଏବଂ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ସାକ୍ଷାତର ମୁଖ୍ୟ ଏଜେଣ୍ଡା ଥିଲା ରୁଷ-ୟୁକ୍ରେନ ଯୁଦ୍ଧକୁ ସ୍ଥାୟୀ ଭାବରେ ସମାପ୍ତ କରିବାର ଉପାୟ...
୩ ଦିନିଆ ରିମାଣ୍ଡ ରେ ଯିବେ ସମୀର ସାହୁ
ବାଲେଶ୍ବର ଏଫଏମ୍ କଲେଜ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା। ଅଭିଯୁକ୍ତ ସମୀର ସାହୁଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ତିନିଦିନିଆ ରିମାଣ୍ଡ ଆବେଦନର ମଞ୍ଜୁରୀ ଦେଇଛନ୍ତି କୋର୍ଟ । ଘଟଣାର ଅଧୂକ ତଦନ୍ଧ ପାଇଁ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ
ଫକୀର ମୋହନ...
ନବୀନଙ୍କୁ ହସପିଟାଲରେ ଭେଟିବାକୁ ଦେଉ ନାହାଁନ୍ତି ପାଣ୍ଡିଆନ ଦମ୍ପତ୍ତି
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅସୁସ୍ଥ । ଗତକାଲି ଠାରୁ ସମ୍ ଅଲଟିମେଟ୍ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ବିଜେଡିର କୌଣସି ନେତାଙ୍କୁ ଭେଟିବାକୁ ଦେଉନାହାଁନ୍ତି ପାଣ୍ଡିଆନ ଦମ୍ପତ୍ତି । ନବୀନଙ୍କୁ ଦେଖଆ କରିବାକୁ ହସପିଟାଲରେ ଡେରା ପକାଇଛନ୍ତି...
ଅଟୋରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
କଟକ ଜାତୀୟ ରାଜପଥରେ ଚଳନ୍ତା ଅଟୋରେ ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗ । ପ୍ରତିବାଦ କରିବାରୁ ନାବାଳିକାକୁ ପେଟ୍ରୋଲ ଢ଼ାଳି ମାରିଦେବାକୁ ଧମକ ଦେଇଛନ୍ତି ଦୁର୍ବୃତ୍ତ । ଯାହାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ନାବାଳିକା ଜଣକ । ଗତ...
ଭାରତକୁ ପୁଣି ଆମେରିକାର ଚେତାବନୀ
ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଭାରତ ବିରୋଧରେ କ୍ରମାଗତ ଭାବେ କଠୋର ମନ୍ତବ୍ୟ ଦେଇଆସୁଛି । ହ୍ଵାଇଟ୍ ହାଉସର ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ଭାରତକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଭାରତ ଆମେରିକାର ରଣନୈତିକ ସହଯୋଗୀ ହୋଇ...
ପ୍ରତାପ ଜେନାଙ୍କ ପୁଅ ଅଙ୍କିତଙ୍କ ନାମରେ ଠକେଇ ଅଭିଯୋଗ
ମାହାଙ୍ଗା ନିର୍ବାଚନମଣ୍ଡଳୀର ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କ ବିରୋଧରେ ଠକେଇ ମାମଲା । ଅଙ୍କିତଙ୍କ ନାମରେ ୪୮ ଲକ୍ଷ ଟଙ୍କାର ଠକେଇ ମାମଲା କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ରୁଜୁ ହୋଇଛି...
କିସ୍ତୱାରରେ ଭୁସ୍କଳନ ରେ ତାଳଚେର ର ଓଡ଼ିଆ ଯବାନ ସହୀଦ
ଜମ୍ମୁ-କାଶ୍ମୀରରେ ଓଡ଼ିଆ ଯବାନ ସହିଦ । କିସ୍ତୱାରରେ ଗତ ଗୁରୁବାର ହୋଇଥିବା ବାଦଲ ଫଟା ବର୍ଷା ଓ ଭୂସ୍ଖଳନରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ମୃତ ଯବାନ ଜଣଙ୍କ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମାଣିକମରା ଗାଁର...
















