33.8 C
Bhubaneswar
Monday, August 3, 2026
-Advertisement-

ବାତ୍ୟା ମୁକାବିଲାରେ ଆମେ ସଫଳ : ମୁଖ୍ୟମନ୍ତ୍ରୀ

ବାତ୍ୟା ଦାନା ମୁକାବିଲାରେ ଆମେ ସଫଳ ହୋଇଛୁ । ଆମ ଲକ୍ଷ୍ୟ ଥିଲା ଜିରୋ କାଜୁଆଲଟି । ଲକ୍ଷ୍ୟ ହାସଲ ପାଇଁଆମେ ଦଳଗତ ଭାବେ କାମ କରିବା ଯୋଗୁ ସଫଳ ହୋଇପାରିଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।...

ଭିତରକନିକାରୁ ଧାମରା : ବାତ୍ୟା ମୁକାବିଲା ପାଇଁ ପୁରା ସଜାଗ

ବାତ୍ୟା ଦାନା ଭିତରକନିକାରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ଦୃଢ ହୋଇଥିବାରୁ ବାତ୍ୟା ମୁକାବିଲା ପାଇଁ ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଘଣ୍ଟାକୁ 12 କିଲୋମିଟର ବେଗରେ ଦାନା ଉପକୂଳ ମୁହାଁ ହୋଇଥିବାରୁ 24 ତାରିଖ...

୨୪ ରାତିରେ କେନ୍ଦ୍ରାପଡ଼ା-ଭଦ୍ରକ ଉପକୂଳରେ ସ୍ଥଳ ଭାଗ ଛୁଇଁବ ଦାନା

ଭୁବନେଶ୍ୱର, ଅକ୍ଟୋବର ୨୨: ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଘୂର୍ଣ୍ଣିଝଡ଼ ଅକ୍ଟୋବର ୨୪ ରାତିରେ ଓଡ଼ିଶା ଉପକୂଳ ଦେଇ ଗତି କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।...

ପୁରୀ ଓ ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଦାନା’, ତିନିଦିନ ସ୍କୁଲ ଛୁଟି

ବାତ୍ୟା 'ଦାନା' ଆସନ୍ତା 24 ଓ 25 ତାରିଖ ସୁଦ୍ଧା ପୁରୀ ଓ ପଶ୍ଚିମ ବଙ୍ଗର ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆଇଏମଡି ସ୍ପଷ୍ଟ କରିଛି । ଗତକାଲି...

23ରେ ବାତ୍ୟା, 24ରେ ଲ୍ୟାଣ୍ଡଫଲ୍

ଭାରତୀୟ ପାଣିପାଗ ବିଭାଗ ସମ୍ଭାବ୍ୟ ବାତ୍ୟା ନେଇ ସତର୍କ ସୂଚନା ଜାରି କରିଛି । ଆଇଏମଡି ପକ୍ଷରୁ ପ୍ରକାଶିତ ସର୍କୁଲାର ଅନୁଯାୟୀ, ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ଚବିଶଘଣ୍ଟା ଭିତରେ ଲଘୁଚାପରେ ପରିଣତ ହେବ । 22 ତାରିଖ...

ଆଜି ମେଲାଣି ନେବେ ମା… ଅପରାହ୍ନ ତିନିଟାରୁ ଭସାଣି ପାଇଁ ଟ୍ରାଫିକ କଟକଣା

ଆଜି ମେଲାଣି ନେବେ ମା ଦୁର୍ଗା । ବିଭିନ୍ନ ପୂଜାମଣ୍ଡପରେ ଗତ ଚାରିଦିନ ଧରି ପୂଜା ପାଉଥିବା ଜଗତଜନନୀ ଦେବୀ ଦୁର୍ଗାଙ୍କୁ ବିଦାୟ ଦେବେ ଭକ୍ତ । ଗତକାଲି ଦଶହରାର ଅନ୍ତିମ ଦିନରେ ବିଭିନ୍ନ ପୂଜାମଣ୍ଡପରେ ରାବଣ ପୋଡି ଅନୁଷ୍ଠିତ...

ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ବଡ ବିଜୟ

ଟି-20ରେ ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ବଡ ବିଜୟ । ବିଜୟ ପାଇଁ 298 ରନକୁ ପିଚ୍ଛା କରି ବ୍ୟାଟିଂ ଆରମ୍ଭ କରିଥିଲା ବାଂଲାଦେଶ । ମାତ୍ର 7 ଓ୍ବିକେଟରେ 167 ରନ୍ କରିବାକୁ ସମର୍ଥ ହୋଇଥିଲା ବାଂଲାଦେଶ ।...

ଗରିବକୁ ବାପୁ ଭରଷା

ସମସ୍ତେ ଦଶହରା ମନାଉଛନ୍ତି I ସମସ୍ତେ ଖୁସିରେ ମସଗୁଲ I ହେଲେ ପୂଜା ମଣ୍ଡପ ଆଗରେ ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସିଛନ୍ତି ବାପୁ I କାହାରି ନଜର ତାଙ୍କ ଉପରେ ପଡୁନି I ଯାହାର ପଡୁଛି ଟିକେ ଅନେଇଦେଇ...

ଆକାଉଣ୍ଟକୁ ଆସିଲା ‘ସୁଭଦ୍ରା’ ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା

ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ଆଜି ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି । ଯେଉଁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି, ସେମାନଙ୍କ ନିକଟକୁ ମୋବାଇଲ ମେସେଜ୍ ଆସିଛି । 35 ଲକ୍ଷରୁ ଅଧିକ ହିତାଧିକାରୀ ଏହି ଟଙ୍କା...

ହରିୟାଣାରେ ବିଜେପି, ଜମ୍ମୁ-କାଶ୍ମୀରରେ ଏନସି-କଂଗ୍ରେସ ମେଣ୍ଟକୁ ବହୁମତ

ହରିୟାଣାରେ ବିଜେପି ସରକାର ବିରୋଧରେ ପ୍ରଚଣ୍ଡ ହାଓ୍ୱା ସତ୍ତ୍ବେ ବିଧାନସଭା ନିର୍ବାଚନରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ହାସଲ କରିଛି । ଏଥିସହିତ ହରିୟାଣାରେ ତୃତୀୟ ଥର ପାଇଁ ବିଜେପି ସରକାର ଗଢିବାକୁ ଯାଉଛି । ମୋଟ 90 ଆସନ...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...