ଓଡ଼ିଶାରେ ଆସୁ ୟୁପି ଷ୍ଟାଇଲ୍ ଆଇନ
ରାଜ୍ୟରେ କିଛି ଦିନ ହେଲା ଅପରାଧର ଖବର ଗଣମାଧ୍ୟମର ଶିରୋନାମାପାଲିଟିଛି ।କଥା କଥାକେ ବନ୍ଧୁକ, ବୋମା ମାଡ଼ ହେଉଛି । ଦୁଷ୍କର୍ମ , ନାରୀ ନିର୍ଯାତନା,ଚୋରି ଦିନକୁ ଦିନ ବଢ଼ୁଛି । ଲାଗୁଛି ଯେମିତି ପୁଲିସକୁ ଆଉ ଅପରାଧୀ...
ପଲିଟିକ୍ସ ସ୍କାଣ୍ଡାଲ୍
ବିଜେଡି କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଜେନା ସେକ୍ସ ସ୍କାଣ୍ଡାଲରେ ଗିରଫ ହେବା ଘଟଣାକୁ ନେଇ ରାଜନୀତି ଉଠୁଛି ପଡୁଛି । ତା ପୂର୍ବରୁ ଛାତ୍ର କଂଗ୍ରେସ ନେତା ଉଦିତ ପ୍ରଧାନ ବଳାତ୍କାର ଅଭିଯୋଗରେ ଗିରଫ ହୋଇଥିଲେ ।...
ପହଲଗାମ ନରସଂହାରରେ ସାମିଲ ୩ ଆତଙ୍କବାଦୀଙ୍କୁ ନିପାତ କଲା ସେନା
ଜମ୍ମୁ-କାଶ୍ମୀରରେ ପୁଣି ଥରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇ ଯାଇଛି । ସଦ୍ୟତମ ଖବର ଅନୁଯାୟୀ, ଯବାନମାନେ ଅପରେସନ ମହାଦେବ ଜରିଆରେ ପହଲଗାମ ନରସଂହାରରେ ସାମିଲ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଘେରି ଏନକାଉଣ୍ଟରରେ ୩ ଜଣଙ୍କୁ ନିପାତ...
ଏ.ଆଇ ପାଇଁ ଟିସିଏସରୁ 12 ହଜାର କର୍ମଚାରୀ ଚାକିରୀ ହରାଇବେ
ଭାରତର ସର୍ବବୃହତ୍ ଆଇଟି ସେବା ପ୍ରଦାନକାରୀ ଟାଟା କନସଲ୍ଟେନ୍ସି ସର୍ଭିସେସ୍ - ଟିସିଏସ 2026 ଆର୍ଥିକ ବର୍ଷରେ ନିଜ କର୍ମଚାରୀ ସଂଖ୍ୟାର 2 ପ୍ରତିଶତ କମାଇବାକୁ ନିଷ୍ପତ୍ତି ନେଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହାଦ୍ବାରା କଂପାନୀର ମଧ୍ୟମ...
ଆମ୍ବୁଲାନ୍ସରେ ଗଣଦୁଷ୍କର୍ମ
ଆମ୍ୱୁଲାନ୍ସରେ ଗଣଦୁଷ୍କର୍ମ ଅଭିଯୋଗ । ବିହାରର ଗୟାରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି । ଜୁଲାଇ ୨୪ରେ ହୋମଗାର୍ଡ ପରୀକ୍ଷା ବେଳେ ଅଚେତ୍ ହୋଇଥିଲେ ମହିଳା । ଡାକ୍ତରଖାନା ନେବା ବାଟରେ ଦୁଷ୍କର୍ମ କଲେ ଦୁର୍ବୃତ୍ତ । ଗୟା...
ଉଡ଼ାଣ ପୂର୍ବରୁ ଲାଣ୍ଡିଂ ଗିଅରରେ ଲାଗିଲା ନିଆଁ
ଆମେରିକାରେ ଶନିବାର ଦିନ ଏକ ବଡ଼ ବିମାନ ଦୁର୍ଘଟଣା ଟଳି ଯାଇଛି। ଡେନଭର ବିମାନବନ୍ଦରରେ ଉଡ଼ାଣ ପୂର୍ବରୁ ଏକ ଯାତ୍ରୀବାହୀ ବିମାନର ଲ୍ୟାଣ୍ଡିଂ ଗିଅରରେ ସମସ୍ୟା ଦେଖାଦେଇଥିଲା। ଯାହା ଯୋଗୁଁ ଏଥିରୁ ନିଆଁ ଏବଂ ଧୂଆଁ ବାହାରିବାକୁ ଲାଗିଲା। ସମସ୍ୟା...
FM କଲେଜ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ
ପୁଣି ଚର୍ଚ୍ଚାରେ ବାଲେଶ୍ୱରର ଫକୀର ମୋହନ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟର ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ...
ବାଲେଶ୍ବରରୁ ଗିରଫ ହେଲେ ଅମରେଶ ଜେନା
ଗିରଫ ହେଲେ ଅମରେଶ ଜେନା । ବାଲେଶ୍ୱରରୁ ବିଜେଡି ନେତାଙ୍କୁ ଗିରଫ କଲା ପୁଲିସ । ରାତିସାରା ଲକ୍ଷ୍ମୀସାଗର ପୁଲିସ କରିଥିଲା ରେଡ୍ । କାଲି 5 ଜଣ ସହଯୋଗୀ ଗିରଫ ହୋଇଥିଲେ । କର୍ପୋରେଟର୍ ଅମରେଶ ଜେନା ଓରଫ...
ଛାତ୍ର ଛାତ୍ରୀଙ୍କ ଆତ୍ମହତ୍ୟା ; ସୁପ୍ରିମକୋର୍ଟ ଙ୍କ ଉଦବେଗ
କିଛି ଦିନରେ ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ଉଦ୍ୟମ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି । ଏମିତିକି ବାଲେଶ୍ବର ଏଫଏମ କଲେଜ ଘଟଣା ବି ଚାଞ୍ଚଲ୍ୟ ଖେଳାଇଦେଇଛି । ଲଗାତାରଭାବେ ଏଭଳି ଖବରକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମ...
ଭାରତ ଏବଂ ଋଷ ମିଳିତ ଭାବେ ନିର୍ମାଣ କରିବେ ବ୍ରହ୍ମୋସ-୨ କ୍ଷେପଣାସ୍ତ୍ର
ରିପୋର୍ଟ ଅନୁସାରେ, ବ୍ରହ୍ମୋସ୍-2K ହାଇପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ପୁନଃଆରମ୍ଭ କରିବା ପାଇଁ ଭାରତ ଏବଂ ରୁଷ ମଧ୍ୟରେ ଏକ ବଡ଼ ଚୁକ୍ତି ହୋଇପାରେ। ରିପୋର୍ଟ ଅନୁଯାୟୀ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାରତ ଗସ୍ତରେ ଆସିଲେ ଦୁଇ ଦେଶ...

















