ଆଜି କାରଗିଲ ବିଜୟ ଦିବସରେ ସେନା ପ୍ରମୁଖଙ୍କ ବଡ ଘୋଷଣା
କାରଗିଲ୍ ବିଜୟ ଦିବସ’କୁ ପୂରିଛି ୨୬ ବର୍ଷ । ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନ ଉପରେ ବିଜୟ ଲାଭ କରିଥିଲେ ଆମ ଭାରତୀୟ ବୀର ଯବାନମାନେ । ୧୯୯୯ ମସିହାରେ ଯୋଜନାବଦ୍ଧ ଭାବେ ପାକିସ୍ତାନ ତା’ର ପାଖାପାଖି...
ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ
ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ବଳଙ୍ଗା ପୋଲିସ, କ୍ରାଇମବ୍ରାଞ୍ଚ, ପରିବାର ସଦସ୍ୟ ଡାକ୍ତରଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଛି । ପୀଡ଼ିତାଙ୍କ ବୟାନ ସମ୍ପୂର୍ଣ ଭିଡିଓ ମାଧ୍ୟମରେ ରେକର୍ଡ କରାଯାଇଛି। ପୀଡ଼ିତାଙ୍କ ବୟାନ...
ସରିନି ଅପରେସନ ସିନ୍ଦୂର
ସରିନି ଅପରେସନ ସିନ୍ଦୂର । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସେନା ପ୍ରସ୍ତୁତ । ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସିଡିଏସ୍ ଜେନେରାଲ ଅନୀଲ ଚୌହ୍ବାନ କହିଛନ୍ତି, ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି ।...
ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଭୟଙ୍କର ଯୁଦ୍ଧ
ପୁଣି ଆଉ ଏକ ଭୟଙ୍କର ଯୁଦ୍ଧର ଆରମ୍ଭ । ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଭୟଙ୍କର ଯୁଦ୍ଧ ସ୍ଥିତି । ଦୁଇ ଦେଶ ମଧ୍ୟରେ ଥିବା ସୀମା ବିବାଦ ବିପଜ୍ଜନକ ରୂପ ନେଇଛି । ସୀମାରେ ଗୁଳିବିନିମୟ ପରେ ଫାଇଟର...
ମାଳଦ୍ଵୀପରେ ମୋଦିଙ୍କୁ ଭବ୍ୟ ସ୍ଵାଗତ
ମାଳଦ୍ବୀପର ଭାଲେନା ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାରମ୍ପରିକ ନୃତ୍ୟ ଗୀତରେ ଭବ୍ୟ ସ୍ବାଗତ କରାଯାଇଛି । ବିମାନ ବନ୍ଦରରେ ଉପସ୍ଥିତ ରହି ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ...
ଜଗତସିଂହପୁର ଜିଲ୍ଲାରେ ନାବାଳିକାକୁ ଗଣଦୁଷ୍କର୍ମ
ଜଗତସିଂହପୁର ଜିଲ୍ଲାରେ ଆଉ ଏକ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । କୁଜଙ୍ଗ ଥାନାରେ ଅଭିଯୋଗ ପରେ ୨ ଜଣଙ୍କୁ ଅଟକ ରଖିଛି ପୁଲିସ । ଘଟଣାଟି ଯେତିକି ସାଂଘାତିକ, ସେତିକି ଲଜ୍ଜାଜନକ । ଜଣେ ୧୫ ବର୍ଷର ନାବାଳିକାକୁ...
ଅନିଲ ଅମ୍ବାନୀଙ୍କ କମ୍ପାନୀ ନାଁ ରେ ୩,୦୦୦ କୋଟି ଟଙ୍କାର ଠକେଇ ଅଭିଯୋଗ
ଅନିଲ ଅମ୍ବାନୀଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଗୁରୁବାର ଶିଳ୍ପପତି ଅନିଲ ଅମ୍ବାନୀଙ୍କ ମୁମ୍ବାଇରେ ଥିବା କମ୍ପାନୀଗୁଡ଼ିକ ସହିତ ଜଡିତ ଅନେକ ସ୍ଥାନରେ ଚଢାଉ କରିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ରିଲାଏନ୍ସ କମ୍ୟୁନିକେସନ୍ସ ଏବଂ ଏହାର ପ୍ରମୋଟର-ନିର୍ଦ୍ଦେଶକ ଅନିଲ ଡି...
ଏମ୍ସରେ ବଳଙ୍ଗା ପୀଡିତାଙ୍କ ଅସ୍ତ୍ରୋପଚାର ଆରମ୍ଭ
ଦିଲ୍ଲୀ ଏମ୍ସ ରେ ବଳଙ୍ଗା ପୀଡିତାଙ୍କ ଅସ୍ତ୍ରୋପଚାର ଆରମ୍ଭ ହୋଇଛି । ଏନେଇ ସୂଚନା ଦେଲେ ପରିବାର ଲୋକେ । ସକାଳ 10 ଟାରେ ଅପରେସନ ଥିଏଟରକୁ ଯାଇଥିବା ନେଇ ସୂଚନା ରହିଛି । ସ୍କିନ grafting ପାଇଁ...
୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ବାଲେଶ୍ବର ଜିଲ୍ଲା ବସ୍ତା ଥାନା ହଦମୌଦ ଗ୍ରାମରେ ଘଟଣା । ଜଣେ ସାତ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ତାହା ପୁଣି ନାବାଳିକାର ଜେଜେବାପାଙ୍କ ନାଁରେ । ପୋଲିସ ଜେଜେବାପାଙ୍କୁ ଥାନାରେ ଅଟକ ରଖିଛି ।
ଖବର ଅନୁଯାୟୀ, ଗତ...
ଏମ୍ସରେ ପୁରୀ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା
ଦିଲ୍ଲୀ ଏମ୍ସରେ ପୁରୀ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ବିଶେଷଜ୍ଞଙ୍କୁ ପଚାରି ବୁଝିଲେ ସ୍ୱାସ୍ଥ୍ୟବସ୍ଥା। ପ୍ରଭାତୀ ପରିଡ଼ା ଆଜି ଦିଲ୍ଲୀ ଏମ୍ସରେ ପୁରୀ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଛନ୍ତି। ପୀଡ଼ିତାଙ୍କୁ ଭେଟିବା ସହ ଚିକିତ୍ସା ସମ୍ପର୍କରେ...

















