୪ ଦିନିଆ ବିଦେଶ ଗସ୍ତରେ ମୋଦୀ
ଆଜିଠୁ ୪ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଓ ଆସନ୍ତାକାଲି ବ୍ରିଟେନ୍ ଗସ୍ତ ପରେ ଦୁଇ ଦୁନିଆ ମାଳଦ୍ବୀପ ଗସ୍ତ କରିବେ । ଆସନ୍ତା ୨୬ରେ ମାଳଦ୍ବୀପ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ...
ଗିରଫ ହେଲେ ଉଦିତ ପ୍ରଧାନଙ୍କ ସହଯୋଗୀ
ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଥିବା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଅଡ଼ୁଆ ବଢ଼ିଛି । ଦୁଷ୍କର୍ମ ମାମଲାକୁ ଗଣଦୁଷ୍କର୍ମ ମାମଲାରେ ପରିବର୍ତ୍ତନ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଏହା ସହିତ ଉଦିତଙ୍କ...
ପୁଣି ଗଣଦୁଷ୍କର୍ମ
ଜଗତସିଂପୁର ରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁର ମେଡିକାଲ୍ରେ ଚିକିତ୍ସା ଚାଲିଛି । ପୋଲିସ ଏପର୍ଯ୍ୟନ୍ତ ଜଣେ ଅଭିଯୁକ୍ରୁକୁ ଗିରଫ କରିଛି, ଅନ୍ୟଜଣକୁ ଧରି ପାରି ନାହିଁ । ପୀଡିତାଙ୍କ ସହ...
ମାଲକାନଗିରିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ
ମାଲକାନଗିରିରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଗିରଫ । ଟ୍ରକ୍ ଡ୍ରାଇଭର ସହ ଆଉ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ପୀଡ଼ିତା ଜଣଙ୍କ ପୃଥକ ସ୍ଥାନରେ ଦୁଷ୍କର୍ମର ଶିକାର ହୋଇଥିଲେ ।
ଏହି ଘଟଣାରେ ୪...
କ୍ରୀଡ଼ାକୁ କଳଙ୍କିତ କଲେ କୋଚ୍; ଯାଜପୁରରେ ନାବାଳିକା ଖେଳାଳିଙ୍କୁ ଅପହରଣ-ଦୁଷ୍କର୍ମ ଆରୋପ
କ୍ରୀଡ଼ା ଜଗତରେ ପୁଣି ଦୁଷ୍କର୍ମର କଳଙ୍କ। ଯାଜପୁରରେ ଜଣେ ନାବାଳିକା ହକି ଖେଳାଳିଙ୍କୁ ତାଙ୍କ ନିଜ କୋଚ୍ ଅସଦାଚରଣ କରିଥିବା ଓ ବଳପୂର୍ବକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ପୀଡିତାଙ୍କ ପରିବାରର ଲିଖିତ ଅଭିଯୋଗ ପରେ ଯାଜପୁର ଟାଉନ ପୋଲିସ...
ନିଶା ଦ୍ରବ୍ୟ ଦେଇ ଛାତ୍ରୀଙ୍କୁ ଦୁଷ୍କର୍ମ – ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ।
ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ । ଜଣେ ଛାତ୍ରୀଙ୍କୁ କୋଲ୍ଡଡ୍ରିଙ୍କ୍ସ୍ରେ ନିଶା ଦ୍ରବ୍ୟ ଦେଇ ଏକ ହୋଟେଲରେ ବଳ ପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗରେ ବନ୍ଧା ହେଲେ ଉଦିତ । ଏନେଇ ଛାତ୍ରୀ ଜଣକ...
ଭାରତ ପାକିସ୍ତାନ ମ୍ୟାଚ୍ ବାତିଲ
ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବାକୁ ମନା କରିଦେଲେ ଭାରତୀୟ କ୍ରିକେଟର । ବାତିଲ୍ ହେଲା ଭାରତ-ପାକିସ୍ତାନ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ମ୍ୟାଚ୍। ଏହି ମ୍ୟାଚକୁ ନେଇ ବିବାଦ ହୋଇଥିଲା। ଚାରି ଜଣ ଭାରତୀୟ କ୍ରିକେଟର ଖେଳିବାକୁ ମନା କରିବା ପରେ...
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଯୋଗୀ
ଆଜି ଦିଲ୍ଲୀରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ସୂଚନା ଅନୁସାରେ , ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, ନିର୍ବାଚନ ଫଳାଫଳର...
ଦିଲ୍ଲୀ ଏମ୍ସ ଗଲେ ବଳଙ୍ଗା ପୀଡ଼ିତା
ଦିଲ୍ଲୀ ଏମ୍ସ ଅଭିମୁଖେ ବାହାରିଲେ ବଳଙ୍ଗା ପୀଡ଼ିତା । ଭୁବନେଶ୍ବର ଏମ୍ସରୁ ଗ୍ରୀନ୍ କରିଡର ଭିତରେ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରକୁ ଅଣାଯାଇଛି । ଏହି ସମୟରେ ସହରର ଟ୍ରାଫିକ୍ ତଦାରଖ କରିଛନ୍ତି ଖୋଦ୍ ଟ୍ରାଫିକ୍ ଡିସିପି । ପୀଡ଼ିତାଙ୍କୁ ମାତ୍ର...
ଭୟରେ ପାକିସ୍ତାନ
ଭୟରେ ଥରୁଛି ପାକିସ୍ତାନ। ଭାରତର ବିମାନ ଆକ୍ରମଣକୁ ନେଇ ପାକିସ୍ତାନ ସତର୍କ ଥିବା ପରି ମନେ ହେଉଛି। ଏହି କାରଣରୁ ସେ ଏକ ସପ୍ତାହ ପାଇଁ ଏହାର ଆକାଶ ସୀମାରେ NOTAM ଜାରି କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ...

















