ଶେଷରେ ମାନିଲା ସୋନମ୍, ପ୍ରେମ ପାଇଁ ହତ୍ୟା କରିଛି ସ୍ବାମୀକୁ
ଶେଷରେ ମାନିଲା ସୋନମ୍ ରଘୁବଂଶୀ । ସେ ହିଁ ତା ସ୍ବାମୀ ରାଜା ରଘୁବଂଶୀକୁ ହତ୍ୟା କରିଛି ବୋଲି ମେଘାଳୟ ପୋଲିସ ଆଗରେ ସ୍ବୀକାର କରିଛି । ମେ 11 ତାରିଖରେ ରାଜା ରଘୁବଂଶୀକୁ ବିବାହ କରିଥିବା ସୋନମ ପ୍ରେମିକ...
ଛତିଶଗଡରୁ ଓଡିଶା ଭିତରକୁ ପଶି ଆସିଛନ୍ତି ମାଓବାଦୀ
ଛତିଶଗଡ଼କୁ ଲାଗିଥିବା ବରଗଡ଼ ଜଙ୍ଗଲ ଦେଇ ଓଡ଼ିଶା ଭିତରକୁ ଚାଲି ଆସିଛନ୍ତି ମାଓବାଦୀ । ସୂଚନା ଅନୁସାରେ ସୋନପୁର, ବୌଦ୍ଧ, ରେଢ଼ାଖୋଲ ଅଞ୍ଚଳର ଡ୍ୟାମକୁ ଲାଗି ରହିଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଲୁଚି ରହିଛନ୍ତି ମାଓବାଦୀ ।
ସୂଚନା ଅନୁସାରେ...
ବର୍ଷ ପୂର୍ତ୍ତି ପାଇଁ ସଜବାଜ, ଆସିବେ ମୋଦି
ଓଡିଶାରେ ବିଜେପି ଶାସନର ଗୋଟିଏ ବର୍ଷ ପୂର୍ତ୍ତି ପାଳନ ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ମହାଆଡମ୍ବରରେ ଏହି ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହେବ । ତିନିଦିନ ବ୍ୟାପୀ ହେବାକୁ ଥିବା ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ...
65 ବର୍ଷରେ ଦ୍ବିତୀୟ ବିବାହ କଲେ ପିନାକୀ
65 ବର୍ଷରେ ଦ୍ବିତୀୟ ବିବାହ କରିଛନ୍ତି ବରିଷ୍ଠ ରାଜନେତା ତଥା ପୂର୍ବତନ ସାଂସଦ ପିନାକୀ ମିଶ୍ର । ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୋଇଦ୍ରଙ୍କ ସହ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଜର୍ମାନୀରେ ଖୁବ୍ ଗୋପନୀୟ ଭାବେ...
ବେଙ୍ଗାଲୁରରେ ଆଇପିଏଲ ସେଲିବ୍ରେସନରୁ ଦଳାଚକଟା, 11 ମୃତ
ଆଇପିଏଲ ଟ୍ରଫି ଜିତିବା ପରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ଆରସିବିର ସେଲିବ୍ରେସନ । ଖେଳାଳିଙ୍କୁ ଦେଖିବା ପାଇଁ ଏବଂ ବିଜୟ ଉତ୍ସବରେ ସାମିଲ ହେବା ପାଇଁ ଷ୍ଟାଡିୟମ ଭିତରେ ଓ ବାହାରେ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା ।...
18 ବର୍ଷ ପରେ ପୂରଣ ହେଲା `ବିରାଟଙ୍କ ସ୍ବପ୍ନ
18 ବର୍ଷ ପରେ ପୂରଣ ହେଲା `ବିରାଟଙ୍କ ସ୍ବପ୍ନ । 2025 IPL ଟାଇଟଲ୍ ଜିତିଲା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ । ଫାଇନାଲରେ ମାତ୍ର 6 ରନରେ ହାରିଲା ପଞ୍ଜାବ କିଙ୍ଗସ୍ । ବିଜୟକୁ ଅବିଶ୍ବସନୀୟ କହିଲେ ବିରାଟ...
ବିଶ୍ବ ତମାଖୁ ବର୍ଜନ ଦିବସରେ ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ସଚେତନତା ବାର୍ତ୍ତା
ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ମେ’ ୩୧ ତାରିଖରେ ବିଶ୍ବ ତମ୍ବାଖୁ ବର୍ଜନ ଦିବସ ପାଳନ କରାଯାଏ ।
ତମାଖୁ ସେବନ ଦ୍ବାରା ସ୍ବାସ୍ଥ୍ୟ ପ୍ରତି ହେଉଥିବା ବିପଦ ଓ କ୍ଷତି ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା...
ଆଜି ଯାଏଁ ଭିଜିଲାନ୍ସ କରୁଥିଲା କଣ ?
ଅବସର ଗ୍ରହଣ କରିବାର ଦିନକ ପୂର୍ବରୁ ମାଡି ବସିଲା ଭିଜିଲାନ୍ସ । ଗ୍ରାମ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡଙ୍ଗୀ ଭିଜିଲାନ୍ସ ବାବୁଙ୍କ ଆସିବା ଖବର ପାଇ ବିଡା ବିଡା ଟଙ୍କା ଝରକା ବାଟେ ଯେତେ ପାରିଲେ, ବାହାରକୁ ଫୋପାଡିଦେଲେ...
ରଥଯାତ୍ରା ଅବସରରେ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା
ଭୁବନେଶ୍ବର : ରଥଯାତ୍ରା ଅବସରରେ ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ମିଡିଆ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ’ ଆୟୋଜନ କରାଯାଉଛି । ଚଳିତବର୍ଷ ଏହି ପ୍ରତିଯୋଗିତା ଦୁଇଟି ରାଉଣ୍ଡ ଯଥା- ଅଡିସନ...
ପାର୍ସଲ ବୋମା ବିସ୍ଫୋରଣର ଖଳନାୟକ ପୁଞ୍ଜିଲାଲକୁ ଆଜୀବନ ଜେଲଦଣ୍ଡ
ଦୀର୍ଘ ସାତବର୍ଷ ପରେ ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ପ୍ରକାଶ ପାଇଛି । ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏଥିସହିତ ୫୦ ହଜାର ଟଙ୍କାର ଜୋରିମାନା...

















