ପାରାଦୀପରେ ବୋଇତ ବନ୍ଦେଇଲେ ରାଷ୍ଟ୍ରପତି
ପାରାଦୀପରେ ବୋଇତ ବନ୍ଦେଇଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପାରାଦୀପ ବନ୍ଦର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉସ୍ତବରେ ଯୋଗ ଦେଇ ରାଷ୍ଟ୍ରପତି ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରଂପରାର ସ୍ମୃତିଚାରଣ କରିଛନ୍ତି । ଓଡିଶାର ଏହି ବୋଇତ...
ପୁଣି ବାତ୍ୟା ଆଶଙ୍କା
ଦକ୍ଷିଣ ଆଣ୍ଡାମାନ ସାଗର ତଥା ଉତ୍ତର ଓଡିଶା-ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା 29 ତାରିଖରେ ଏହା ଅବପାତର ରୂପ ନେବ । କ୍ରମଶଃ ଏହି ଅବପାତ ବାତ୍ୟାର ରୂପ ନେବା ସହ ପଶ୍ଚିମ...
ବିଜେଡିରେ ଯୋଗ ଦେଲେ ପାଣ୍ଡିଆନ
ଯଦିଓ ବିଜୁ ଜନତା ଦଳ ପାଇଁ ସବୁ କିଛି କରୁଥିଲେ, ମାତ୍ର ଦଳ ଭିତରେ ସେ ନ ଥିଲେ । ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦ...
କୋଚି ବିଶ୍ବବିଦ୍ୟାଳୟରେ ଦଳାଚକଟା, 4 ଜଣଙ୍କ ମୃତ୍ୟୁ
କୋଚି ବିଶ୍ବବିଦ୍ୟାଳୟର ସ୍କୁଲ ଅଫ ଇଂଜିନିୟରିଂରେ ଆଜି ସଂଧ୍ୟାରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭୟଙ୍କର ଦଳାଚକଟା ହୋଇଛି । ଫଳରେ ଦୁଇଜଣ ଛାତ୍ରୀ ଓ ଦୁଇଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି । ବିଶ୍ବବିଦ୍ୟାଳୟର ଓପନ ଅଡିଟୋରିୟମରେ ଏହି...
ଚାରିଦିନରେ ସରିଗଲା ବିଧାନସଭା
ଚାରିଦିନ ତଳେ ଆରମ୍ଭ ହୋଇଥିଲା ବିଧାନସଭାର ଶୀତ ଅଧିବେଶନ । ସେଥିରୁ ଦୁଇଦିନ ହୋ-ହଲ୍ଲାରେ ଗଲା । ଆଦିବାସୀଙ୍କ ଜମି ବିକ୍ରି ଆଇନର ସଂଶୋଧନ ପ୍ରସ୍ତାବକୁ ନେଇ ତୁମ୍ବିତୋଫାନ କଲେ ବିରୋଧୀ । ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର ଦାବିରେ ଗୃହ...
ଶେଷ ହେବ 13 ଦିନର ସସପେନ୍ସ
ଶେଷରେ ଶେଷ ହେବାକୁ ଯାଉଛି 13 ଦିନର ସସପେନ୍ସ । ଜୀବନ-ମୃତ୍ୟୁକୁ ନେଇ ଲାଗି ରହିଥିବା ଉତ୍ତରାଖଣ୍ଡ ଟନେଲ ସସପେନ୍ସ ର ଅନ୍ତଃ ଘଟିବାକୁ ଆଉ କିଛି ମୁହୂର୍ତ୍ତ ବାକି ରହିଛି । ଟନେଲ ଭିତରେ ଫସି ରହିଥିବା 41...
ଭାଷା ପ୍ରୀତି ନା ରାଜନୀତି !
ଆଜି ବିଧାନସଭା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କୋଶଳି ଭାଷାରେ ପ୍ରଶ୍ନ ପଚାରିଲେ । ମନ୍ତ୍ରୀ ପ୍ରତାପ ଦେବ ଉତ୍ତର ରଖିଥିଲେ କୋଶଳି ଭାଷାରେ । ଏପରିକି ରେଢାଖୋଲ ବିଧାୟକ ବି କୋଶଳି ଭାଷାରେ ପ୍ରଶ୍ନ ରଖିଥିଲେ...
ଆଦିବାସୀଙ୍କ ଜମି ବିକ୍ରି ଆଇନ ତର୍ଜମା କରିବ ଆଦିବାସୀ ଉପଦେଷ୍ଟା ପରିଷଦ
ଆଦିବାସୀ ଜମି ବିକ୍ରି ଆଇନରେ ସଂଶୋଧର କରି ଅଡୁଆରେ ରାଜ୍ୟ ସରକାର । ବିରୋଧୀଙ୍କ ଗୋଟିଏ ଦାବି, ଆଦିବାସୀଙ୍କ ଜମି ବିକ୍ରି ଆଇନରେ ସଂଶୋଧନ ପାଇଁ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ । ଏହାକୁ ନେଇ ବିରୋଧୀ ବିଧାନସଭା...
ବଢୁଛି ସିନେମା କଳି, ଗାନ୍ଧୀ ମାର୍ଗରେ ଧାରଣା ଦେଲେ ପ୍ରଯୋଜିକା, ଅଭିନେତା
ଝାରସୁଗୁଡାରେ 'ପ୍ରଥା'ସିନେମାର ପୋଷ୍ଟର ଚିରାଗଲା । ପ୍ରଥା ସିନେମା ଟକିଜରେ ଚଲାଇ ନଦେବା ପାଇଁ ଏଭଳି କରାଯାଉଛି ବୋଲି ଅଭିଯୋଗ କରି ଥାନାରେ ଏତଲା ଦେଲେ ପ୍ରଥା ସିନେମା ପ୍ରଯୋଜିକା ସନଲିସା । ସିନେମା ହଲରେ 'ପ୍ରଥା' ଚଲାଇ ନ...
କାଳିଆ ଦର୍ଶନରେ ବ୍ୟାପକ ଅବ୍ୟବସ୍ଥା, ବୟସ୍କଙ୍କ ପାଇଁ ନୂଆ ଧାଡି ହେବ
କାଳିଆ ଦର୍ଶନରେ ବ୍ୟାପକ ଅବ୍ୟବସ୍ଥା । ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍କଳିତ ଦର୍ଶନ ପାଇଁ ପ୍ରଶାସନ ନେଇଥିବା ବ୍ୟବସ୍ଥାକୁ ନେଇ ପୂର୍ବରୁ ଅନେକ ବ୍ୟକ୍ତି, ସଂଗଠନ ଅହ୍ଗୁଳି ଉଠାଇଥିଲେ ହେଁ ପ୍ରଶାସନ ସଜାଡିଲାନି । ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବି ପ୍ରତି...



















