4373 ପଞ୍ଚାୟତରେ ଖୋଲିବ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍
ରାଜ୍ୟରେ ବ୍ୟାଙ୍କିଙ୍ଗ୍ ସୁବିଧା ନଥିବା ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବ୍ୟାଙ୍କିଙ୍ଗ ସୁବିଧା ନଥିବା 4373ଟି ପଞ୍ଚାୟତରେ ବ୍ୟାଙ୍କିଙ୍ଗ ଆଉଟଲେଟ୍ ଖୋଲିବା ପ୍ରସ୍ତାବକୁ ମଂଜୁରୀ ମିଳିଛି...
ଭୋଟ ପୂର୍ବରୁ କକ୍ଷତ୍ୟାଗ କଲେ ବିରୋଧୀ
ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ବିରୋଧୀ । ଦୁଇଦିନ ଧରି ପରସ୍ପର ବିରୋଧରେ ବର୍ଷିଲେ ସାଂସଦ । ଆକ୍ଷେପ ପ୍ରତିଆକ୍ଷେପରେ ସଂସଦ ସରଗରମ ହେଲା । ମଣିପୁରରେ ମୋଦି ସରକାର ଭାରତମାତାକୁ ହତ୍ୟା କରିଛନ୍ତି ବୋଲି ରାହୁଲଙ୍କ...
ଘରୁ ଡେଙ୍ଗୁ ମଶା ବାହାରିଲେ ହଜାରେ ଟଙ୍କା ଫାଇନ୍
ଏଥର ଘରକୁ ଘର ବୁଲି ଡେଙ୍ଗୁ ମଶା ଖୋଜିବ ବିଏମସି । ଯାହା ଘରୁ ଡେଙ୍ଗୁ ମଶା ବାହାରିବ, ହଜାରେ ଟଙ୍କା ଫାଇନ ଆଦାୟ କରିବ ବିଏମସି । ସେହିପରି ହୋଟେଲ ତଥା ବ୍ୟାବସାୟିକ ପ୍ରତିଷ୍ଠାନ ପରିସରରେ ଡେଙ୍ଗୁମଶା ପାଇଁ...
ମଣିପୁରରେ ଭାରତମାତାକୁ ହତ୍ୟା କରାଯାଇଛି : ରାହୁଲ
ମଣିପୁରେ ଭାରତମାତାକୁ ହତ୍ୟା କରାଯାଇଛି । ଆଜି ଲୋକସଭାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ବିତର୍କରେ ଭାଗ ନେଇ ରାହୁଲ ଗାନ୍ଧୀ ଏହା କହିଛନ୍ତି । କେନ୍ଦର ସରକାରଙ୍କୁ କଟାକ୍ଷ କରି ରାହୁଲ କହିଛନ୍ତି,ଭାରତ ହେଉଛି ହୃଦୟର...
କାଲି ହେବ ଠାକୁରଙ୍କ ବନକଲାଗି
ନିଳାଦ୍ରୀ ବିଜେ ପରଠାରୁ ଶ୍ରୀମନ୍ଦିରରେ ଠାକୁରଙ୍କ ବନକ ନୀତି ହୋଇପାରି ନାହିଁ । ବନକଲାଗି ନୀତି ବୁଧବାର କରିବା ପାଇଁ ଦତ୍ତ ମହାପାତ୍ର ସେବକମାନେ କହୁଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଗୁରୁବାର ଦିନ କରିବାକୁ କହିବା ଯୋଗୁ ବିବାଦର ସୂତ୍ରପାତ...
ମଣିପୁର ହିଂସା ପୀଡିତଙ୍କୁ ନ୍ୟାୟ ଦେବାକୁ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି
ମଣିପୁର ହିଂସା ପୀଡିତଙ୍କୁ ନ୍ୟାୟ ଦେବାକୁ ସୁପ୍ରିମକୋର୍ଟ ଆଜି ବଡ ନିଷ୍ପତ୍ତି ନେଇଛନ୍ତି । ତିନିଜଣ ପୂର୍ବତନ ମହିଳା ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ଜମ୍ମୁ କାଶ୍ରୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି...
ବିରୋଧୀ ଉତ୍ସାହିତ
ଚାରିମାସ ପରେ ପୁଣି ସଂସଦକୁ ଫେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ମୋଦି ସରନେମ୍ ମାନହାନୀ ମାମଲାରେ ସୁରଟର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇବର୍ଷ ଜେଲ୍ ଦଣ୍ଡାଦେଶ ଦେବା ପରେ ରାହୁଲଙ୍କ ସଦସ୍ୟତା ପଦ...
27 ରାଜ୍ୟରେ 508 ରେଲଷ୍ଟେସନର ପୁର୍ନବିକାଶ ଯୋଜନା
27ଟି ରାଜ୍ୟର 508ଟି ରେଳଷ୍ଟେସନର ପୁର୍ନବିକାଶ ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ଏହି ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଯୋଜନା ପାଇଁ 24 ହଜାର...
ସଂସଦକୁ ଫେରିବେ ରାହୁଲ
ମୋଦି ସାଙ୍ଗିଆକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଉପରେ ରାହୁଲ ଗାନ୍ଧୀଙ୍କୁ ସୁରଟର ସେସନ୍ସ ଜଜ୍ ଦେଇଥିବା ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଗୁଜରାଟର ସୁରଟ ସେସନ୍ସ ଜଜ୍ ରାହୁଲ ଗାନ୍ଧୀଙ୍କୁ ଦୁଇବର୍ଷ ଦଣ୍ଡାଦେଶ ଶୁଣାଇଥିଲେ । ଏହାପୂର୍ବରୁ...
ଏନସିସି କ୍ୟାଡେଟଙ୍କୁ ଅକଥନୀୟ ନିର୍ଯାତନା
ଆଠଜଣ ଏନସିସି କ୍ୟାଡେଟ ଆଣ୍ଠୁଏ ବର୍ଷାପାଣିରେ ଆଣ୍ଠେଇକି ବସିଛନ୍ତି । ବର୍ଷା ପାଣି ଭିତରେ ମୁଣ୍ଡକୁ ବୁଡେଇ ରଖିଛନ୍ତି । ଆଉ ଜଣେ ସିନିଅର ଛାତ୍ର ଏକ ଲାଠିରେ ଏନିସିସି ଛାତ୍ରଙ୍କୁ ମନଇଚ୍ଛା ପିଟିବାରେ ଲାଗିଛନ୍ତି । ଏନିସିସି ଛାତ୍ରଙ୍କ...



















