କୁମ୍ଭମେଳାରେ ଶ୍ରୀପଞ୍ଚମୀ ବୁଡ
ରବିବାର ବସନ୍ତ ପଞ୍ଚମୀରେ ପ୍ରୟାଗରାଜରେ ଆରମ୍ଭ ହୋଇଛି ତୃତୀୟ ସାହି ସ୍ନାନ. ପ୍ରୟାଗରାଜ ଦିବ୍ୟ କୁମ୍ଭମେଳାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତୃତୀୟ ସାହି ସ୍ନାନ କରିଛନ୍ତି. ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ପବିତ୍ର ସଙ୍ଗମ ସ୍ଥଳରେ ବସନ୍ତ ପଞ୍ଚମୀରେ...
ତେଲେଙ୍ଗାନାରୁ ଉଦ୍ଧାର ହେଲେ ଓଡିଆ ଶ୍ରମିକ
ରବିବାର ତେଲେଙ୍ଗାନାରୁ 15 ଜଣ ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି. ସୂଚନା ଅନୁସାରେ, ତେଲଙ୍ଗାନା ରାଜ୍ୟର ପେଡାପଲ୍ଲୀ ଜିଲ୍ଲା କାର୍ଲାଚିଲା ଇଟାଭାଟିରୁ ଏହି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି. ତେଲେଙ୍ଗାନାରେ ଏହି ଓଡିଆ ଶ୍ରମିକମାନେ ଦାଦନ ଖଟୁଥିବା ଖବର ମିଳିଥିଲା...
କନ୍ଧମାଳ ଯୁବ ସମାବେଶରେ ନବୀନ
ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ବିଜୁ ଯୁବ ବାହିନୀ ସମାବେଶରେ ଯୋଗ ଦେଇଛନ୍ତି. ସମାବେଶକୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ସବୁବେଳେ ଯୁବବର୍ଗଙ୍କ ବିକାଶ ଉପରେ ଅଗ୍ରାଧିକାର ଦେଇଆସୁଛି. ଲୋକଙ୍କ ସେବା...
ମହାନଦୀ ଜଳ ବିବାଦ ମାମଲା, ମାର୍ଚ୍ଚ 9ରେ ଚୂଡାନ୍ତ ଶୁଣାଣି
ଉଭୟ ଓଡିଶା ଓ ଛତିଶଗଡ ଦାଖଲ କରିଥିବା ସତ୍ୟପାଠକୁ ପୂରା ତଥ୍ୟ ପ୍ରମାଣ ସହ ଦାଖଲ କରିବା ପାଇଁ ମହାନଦୀ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି. ଏଥିପାଇଁ ଉଭୟ ସରକାରଙ୍କୁ ଟ୍ରିବ୍ୟୁନାଲ ଦୁଇ ସପ୍ତାହ ସମୟ ଦେଇଛନ୍ତି. ଦୁଇ ସପ୍ତାହ ମଧ୍ୟରେ...
ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେଲେ
ଶେଷରେ ନିଜ ଚାକିରୀରୁ ଇସ୍ତଫା ଦେଇଛନ୍ତି ବୁର୍ଲା ମେଡ଼ିକାଲ କଲେଜର ନିର୍ଦ୍ଦେଶକ ଡକ୍ତର ଅଶ୍ୱିନୀ ପୂଜାହାରୀ । ବାଧ୍ୟତାମୂଳକଭାବରେ ଛୁଟିରେ ରଖାଯାଇଥିବା ଡ. ପୂଜାହାରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ କୌଣସି ଉତ୍ତର ନ ମିଳିବାରୁ ସେ ଏପରି ପଦକ୍ଷେପ ଗ୍ରହଣ...
ଓଡିଶା ମୁହାଁ ଜାତୀୟ ନେତା
ନିର୍ବାଚନ ପାଖେଇ ଆସୁଥିବାବେଳେ ସବୁ ଜାତୀୟ ଦଳ ଓଡିଶା ମୁହାଁ ହେବାରେ ଲାଗିଛନ୍ତି । ଓଡିଶାକୁ ହାତେଇବା ପାଇଁ ଆରମ୍ଭ ହୋଇଛି ରେସ୍ । ତେବେ ବିଜେଡି ହାତରୁ ଗାଦି ଛଡାଇ ନେବା ପାଇଁ ଦୁଇ ଜାତୀୟ ଦଳ କଂଗ୍ରେସ...
ବକେୟା ସବସିଡ୍ ତୁରନ୍ତ ଦିଅ
ବକେୟା ସବସିଡି ଅର୍ଥ ତୁରନ୍ତ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ନିକଟକୁ ଚିଠି ଲେଖିଛନ୍ତି । କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ନିକଟରେ ଓଡିଶାର ସବସିଡି...
କେନ୍ଦ୍ର ବିରୋଧରେ ରାଜ୍ୟପାଳଙ୍କୁ ଫେରାଦ
ରାଜ୍ୟ ପ୍ରତି କେନ୍ଦ୍ରୀୟ ଅବହେଳା ଏବଂ ବେକାରୀ ସମସ୍ୟା ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇ ଶାସକ ବିଜେଡି ବିଧାୟକମାନେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । କେନ୍ଦ୍ର ସରକାର୨କୋଟି ବେକାରୀ ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ...
ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ପ୍ରମଥ ପଟ୍ଟନାୟକ
ହାଇକୋର୍ଟର ବିଚାରପତି ଭାବେ ଶୁକ୍ରବାର ଶପଥ ନେଇଛନ୍ତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ । ତାଙ୍କୁ ଶପଥପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି କେଏସ୍ ଜାଭେରୀ । ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ପଦ ଓ ଗୋପନୀୟତାର ଶପଥ ପାଠ କରିବା ସହ...
୧୦ ମାଓବାଦୀ ସଫା
ଛତିଶଗଡ଼ ପୁଲିସକୁ ବଡ଼ ସଫଳତା । ପୋଲିସ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଂଟରରେ ୧୦ ମାଓବାଦୀ ମୃତ୍ୟୁବରଣ କରିଛନ୍ତି । ଆଜି ଛତିଶଗଡ ବିଜାପୁରରେ ନକ୍ସଲମାନେ ଲୁଚିଥିବା ସୁରକ୍ଷାକର୍ମୀମାନେ କୌଣସୀ ସୂତ୍ରରୁ ଖବର ପାଇଥିଲେ । ଏହାପରେ ଭୈରମଗଡ ଜଙ୍ଗଲରେ ଆରମ୍ଭ...


















