31.1 C
Bhubaneswar
Sunday, April 27, 2025
-Advertisement-

ପ୍ରକାଶ ପାଇଲା ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ

ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି । ଦ୍ବାଦଶ ପରୀକ୍ଷାରେ ଚଳିତବର୍ଷ 87.33 ପ୍ରତିଶତ ପାସ୍ ହାର ଥିବା ବେଳେ ଗତବର୍ଷ ତୁଳନାରେ ଏହା କମ୍ ରହିଛି । ଛାତ୍ରୀଙ୍କ ପାସ୍ ହାର 90.68 ପ୍ରତିଶତ ଥିବା...

ମୁକୁଳିବେ ଇମ୍ରାନ, ଗିରଫ ବେଆଇନ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ ଇ ଇନସାଫ ପାର୍ଟି ମୁଖ୍ୟ ଇମ୍ରାନ ଖାନଙ୍କ ଗିରଫଦାରି ବେଆଇନ । ଇମ୍ରାନଙ୍କୁ ଗିରଫ କରାଯିବା ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟ ଏହା କହିଛନ୍ତି । ଆସନ୍ତାକାଲି ସକାଳ 10ଟା ସୁଦ୍ଧା...

ଦିଲ୍ଲୀ ସରକାର-କେନ୍ଦ୍ର ଲଢେଇରେ ସୁପ୍ରିିିମକୋର୍ଟଙ୍କ ବଡ ଫଇସଲା

କ୍ଷମତାକୁ ନେଇ ସବୁବେଳେ ଲଢେଇ ଚାଲୁଥିଲା । ଦିଲ୍ଲୀ ଆପ୍ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କ୍ଷମତାକୁ ନେଇ ଲଢେଇ । ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର କେନ୍ଦ୍ର ସରକାରଙ୍କ ଇଙ୍ଗିତରେ କାମ କରୁଥିଲେ । ମାତ୍ର କେନ୍ଦ୍ର ସରକାର...

ଚାଲିଛି ଝାରସୁଗୁଡା ଭୋଟ୍

ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ଆଜି ସକାଳୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଚଣ୍ଡ ରୌଦ୍ରତାପ ଭିତରେ ଲୋକେ ଭୋଟ ଦେବା ପାଇଁ ଧାଡିରେ ଛିଡା ହୋଇ ଶୃଙ୍ଖଳାର ସହ ଭୋଟଦାନ କରୁଛନ୍ତି । ସକାଳ ନ'ଟା...

ଇମ୍ରାନ ଖାନ୍ ଗିରଫ : ପାକିସ୍ତାନର ବିଭିନ୍ନ ସହରରେ ହିଂସାକାଣ୍ଡ, ପୋଡାଜଳା

ନାଟକୀୟ ଢଙ୍ଗରେ ଆଜି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯିବା ପରେ ପାକିସ୍ତାନର ବିଭିନ୍ନ ସହରରେ ଇମ୍ରାନଙ୍କ ସମର୍ଥକମାନେ ବ୍ୟାପକ ହିଂସାକାଣ୍ଡ କରିଛନ୍ତି । ଅଧିକାଂଶ ସହରରେ ଇମ୍ରାନ ଖାନଙ୍କ ଗିରଫର ପ୍ରତିବାଦ କରିଛନ୍ତି ତାଙ୍କ ସମର୍ଥକମାନେ...

ନବୀନ-ନୀତିଶ ଆଲୋଚନା : ବିରୋଧୀ ମହାମଞ୍ଚରେ ସାମିଲ ହେବ କି ବିଜେଡି ?

ନବୀନ ନିବାସରେ ନବୀନ-ନୀତିଶ ଆଲୋଚନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଲୋଚନା କରିଛନ୍ତି । ଜାତୀୟସ୍ତରରେ ସବୁ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ନୀତିଶ କୁମାର ଅଣ-ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମନେଇବା...

‘ଦି କେରଲ ଷ୍ଟୋରୀ’ ପଶ୍ଚିମବଙ୍ଗରେ ବ୍ୟାନ୍

ପଶ୍ଚିମବଙ୍ଗରେ ପ୍ରଦର୍ଶିତ ହୋଇପାରିବ ନାହିଁ ସିନେମା 'ଦି କେରଲ ଷ୍ଟୋରୀ' । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ସିନେମା ପ୍ରଦର୍ଶନ ଉପରେ ରୋକ୍ ଲଗାଇଛନ୍ତି । ମମତା କହିଛନ୍ତି ଏହା ଏକ ବିବାଦୀୟ ସିନେମା । କାଶ୍ମୀର ଫାଇଲ୍ସ...

10ରେ ବାତ୍ୟା, 12ରେ ବାଂଲାଦେଶ ଛୁଇଁବ

ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ ଆସନ୍ତାକାଲି ଅବପାତରେ ପରିଣତ ହେବା ପରେ 10 ତାରିଖରେ ବାତ୍ୟାରେ ପରିଣତ ହେବ । ତେବେ ସମ୍ଭାବ୍ୟ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗରି କରିବାର ସମ୍ଭାବନା...

ମଲ୍ ରେ ଗୁଳିମାଡ, ଆଠଜଣ ମୃତ

ମଲ୍ ଭିତରେ ସବୁ କିଛି ଠିକଠାକ୍ ଚାଲିଥିଲା । ସୋକେ ସପିଂରେ ବ୍ୟସ୍ତ ଥିଲେ । ହଠାତ୍ ଗୁଳିର ଆବାଜ୍ ଶୁଭିଲା । ଲୋକେ ଇତସ୍ତତଃ ଦୌଡିବାକୁ ଲାଗିଲେ । ମାତ୍ର ମଲ୍ ବାହାରୁ ବନ୍ଧୁକଧାରୀ ବ୍ୟକ୍ତିଜଣକ ଆଖିବୁଜା ଗୁଳି...

ବ୍ରିଟେନ ରାଜା ଚାର୍ଲସ ତୃତୀୟଙ୍କ ଭବ୍ୟ ରାଜ୍ୟାଭିଷେକ

ଆଜିଠୁ ବ୍ରିଟେନରେ ଆରମ୍ଭ ହେଲା ରାଜା ଚାର୍ଲସ ତୃତୀୟଙ୍କ ରାଜୁତି । ରାଣୀ ଏଲିଜାବେଥଙ୍କ ଦେହାନ୍ତ ପରେ ଚାର୍ଲସ ତୃତୀୟ ଯଦିଓ ରାଜଗାଦିରେ ବସିଥିଲେ, ମାତ୍ର ବିଧିବଦ୍ଧ ଭାବେ ତାଙ୍କର ରାଜ୍ୟାଭିଷେକ ହୋଇନଥିଲା । ଆଜି ବଙ୍କିଙ୍ଗହାମ ରାଜପ୍ରାସାଦରେ ଚାର୍ଲସ...
- Advertisement -

Latest article

ମାଲକାନଗିରିରେ ପହଲଗାମ ପ୍ରତିବାଦ

ଜମ୍ମୁ କାଶ୍ମୀର ପହେଲଗାମ ଆତଙ୍କବାଦୀ ହାମଲାରେ ୨୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଅତି ନିର୍ମମ ଭାବରେ ଆତଙ୍କୀ ମାନେ ନିର୍ଦ୍ଧୋଷୀ ପର୍ଯ୍ୟଟକଙ୍କ ପ୍ରାଣ ନେଇଛନ୍ତି। ଏଭଳି ଘଟଣାକୁ ବିଭିନ୍ନ ମହଲରେ ଦୃଢ଼...

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...