ହର୍ମୁଜ ଦେଇ ଭାରତ ଆସୁଥିବା ଜାହାଜକୁ ଗୁଳିମାଡ଼ କଲା IRGC
ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାର କିଛି ଘଣ୍ଟା ପରେ, ଇରାନର ରିଭୋଲ୍ୟୁସନାରୀ ଗାର୍ଡ ବୁଧବାର ଦୁଇଟି ଜାହାଜ ଉପରେ ଆକ୍ରମଣ କରି ଜବତ କରିଛି । ଏଥିରୁ ଗୋଟିଏ...
ନେପାଳ ସରକାରଙ୍କୁ ଝଟକା;୨୬ ଦିନରେ ଗୃହ ମନ୍ତ୍ରୀଙ୍କ ଇସ୍ତଫା
ନେପାଳରେ ପୁଣି ଥରେ ଆରମ୍ଭ ହୋଇଛି ବିଦ୍ରୋହ । ଦୁର୍ନୀତି ବିବାଦରେ ଫସିଥିବା ନେପାଳ ନୂତନ ଗୃହ ମନ୍ତ୍ରୀ ସୁଦାନ ଗୁରୁଙ୍ଗ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଦାୟିତ୍ୱ ନେବାର ମାତ୍ର ୨୬ ଦିନରେ ସୁଦାନ ଗୁରୁଙ୍ଗ ବୁଧବାର...
ଭାରତ ପାଇଁ ନୋଟାମ ଜାରି କଲା ପାକିସ୍ତାନ
ପାକିସ୍ତାନ ଏବେ ଭାରତୀୟ ବିମାନଗୁଡ଼ିକ ପାଇଁ ଆସନ୍ତା ମେ ୨୪ ତାରିଖ ପର୍ଯ୍ୟନ୍ତ ତାର ବାୟୁସୀମା ବନ୍ଦ କରିଦେଇଛି। ଗତବର୍ଷ ଏପ୍ରିଲ ୨୨ ତାରିଖରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହେବା ପରେ ଭାରତ ଏବଂ ପାକିସ୍ତାନ...
IRS ଅଫିସରଙ୍କ ଝିଅଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା
ଦିଲ୍ଲୀରେ ଜଣେ IRS ଅଫିସରଙ୍କ ଘରେ ଝିଅକୁ ହତ୍ୟା କରାଯାଇଛି । ହତ୍ୟା ପୂର୍ବରୁ ଯୁବତୀଙ୍କ ସହ ଦୁଷ୍କର୍ମ ମଧ୍ୟ ହୋଇଛି । ଦକ୍ଷିଣ ପୂର୍ବ ଦିଲ୍ଲୀର ଅମର କଲୋନୀରେ ଏହି ଘଟଣା ଘଟିଛି ।ଘରର ସହାୟକ ଉପରେ ପୋଲିସ...
ଜନଗଣନା କର୍ମୀଙ୍କ ଉପରେ ଆକ୍ରମଣ କଲେ ଛାଡ଼ିବେ ନାହିଁ ସରକାର
ଜନଗଣନା କାମରେ ବାଧା ସୃଷ୍ଟି କରୁଥିବା ଏବଂ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ଦୋଷୀମାନଙ୍କ ପାଇଁ ଏବେ କଠୋର ସନ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେଇ ସ୍ପଷ୍ଟ କରିଦେଇଛନ୍ତି ଯେ," ଅପରାଧୀଙ୍କୁ...
ଅନଲାଇନରେ ପାଠ ପଢିବେ ଛାତ୍ର ଛାତ୍ରୀ
ଏଥର ଖରାଛୁଟିରେ ପାଠପଢା ଶିଶୁବାଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଘରେ ବସି ଶିକ୍ଷାଦାନ ପାଇଁ ନୂଆ ପଦକ୍ଷେପ ନିଆଯାଇଛି। Odisha School Education Programme Authority ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ଚିଠି...
ରାଉରକେଲାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ରାଷ୍ଟ୍ରପତି
ଆଜି ରାଉରକେଲାରେ ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ରାଷ୍ଟ୍ରପତି ପ୍ରାୟ ୧୫୮ କୋଟି ଟଙ୍କା ବ୍ୟୟଅଟକଳରେ ଚାରିଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ଏଥି ମଧ୍ୟରେ ୪୮ କୋଟିର ସମନ୍ୱିତ...
ମହିଳା ସଂରକ୍ଷଣ ବିଲ୍; କଂଗ୍ରେସକୁ ଅପରାଜିତାଙ୍କ କଡା ସମାଲୋଚନା
ମହିଳା ସଂରକ୍ଷଣ ବିଲ୍ ଅନୁମୋଦିତ ନ ହେବା ପରେ ଆଜି କଂଗ୍ରେସ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି । ସାଂସଦ କହିଛନ୍ତି ଯେ ସଂସଦରେ ଯାହା ଘଟିଲା...
ଏପ୍ରିଲ ୨୭ରେ ଜନଶୁଣାଣୀ କାର୍ଯ୍ୟକ୍ରମରେ ଲୋକଙ୍କ ଦୁଃଖ ଶୁଣିବେ ମୁଖ୍ୟମନ୍ତ୍ରୀ
ଆସନ୍ତା ୨୭ ଏପ୍ରିଲରେ ଭୁବନେଶ୍ୱରରେ ଆୟୋଜିତ ହେବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ। ସକାଳ ୭ଟାରୁ ଦିନ୧୨ଟା ପର୍ଯ୍ୟନ୍ତ ୟୁନିଟ-୨ ଅଶୋକ ନଗରସ୍ଥିତ କ୍ୟାପିଟାଲ ନର୍ସରୀ ନିକଟର ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ହେବ।...
ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ
ଆସନ୍ତାକାଲି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏପ୍ରିଲ ୨୨ ବୁଧବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଆୟୋଜିତ ହେବ। ବୈଠକରେ ରାଜ୍ୟର ଅନେକ ଜରୁରୀ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ ଏବଂ ବିଭିନ୍ନ...


















