ରାହୁଲଙ୍କ ଉପରେ ବର୍ଷିଲେ, ନବୀନଙ୍କୁ କଟାକ୍ଷ କଲେ
ରାଫେଲ ଡିଲରେ ଦୁର୍ନୀତି ହୋଇଥିବା କହି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦେଶବାସୀଙ୍କୁ ଭ୍ରମରେ ପକାଇଛନ୍ତି । ମାତ୍ର ସୁପ୍ରିମକୋର୍ଟ ଫୈସଲା ପରେ ରାହୁଲ ନିଜ ପଦରୁ ଇସ୍ତଫା ଦିଅନ୍ତୁ । ମିଛ କହିଥିବାରୁ ଦେଶବାସୀ ଏବଂ ସେନା ନିକଟରେ...
ଚାଷୀଙ୍କ ପାଇଁ ସଂସଦ ଆଗରେ ବିକ୍ଷୋଭ କରିବ ବିଜେଡି
ଦେଶରେ ଏବେ ମୁଖ୍ୟ ସମସ୍ୟା ପାଲିଟିଛି ଚାଷୀ ପ୍ରସଙ୍ଗ । ଆସନ୍ତା ସାଧାରଣ ନିର୍ବାଚନରେ ଏହାକୁ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ଋଣନୀତି ପ୍ରସ୍ତୁତ କରିଛନ୍ତି। ତେବେ ଆଜି...
‘ପେଥାଇ’ ର ଲ୍ୟାଣ୍ଡଫଲ୍
ଲ୍ୟାଣ୍ଡଫଲ କଲା ବାତ୍ୟା ‘ପେଥାଇ’ । ଆନ୍ଧ୍ର ପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲାର କାଟ୍ରେନିକୋଣା ନିକଟରେ ସ୍ଥଳଭାଗ ଛୁଇଁଛି ବାତ୍ୟା ପେଥାଇ । ସମୁଦ୍ରରେ ଦୂର୍ବଳ ହୋଇ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁଛି । ଏବେ ଏହାର ପ୍ରଭାବରେ ପ୍ରବଳ...
୪ ଜିଲ୍ଲାରେ ପ୍ରବଳ ବର୍ଷିବ
ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ ‘ପେଥାଇ’ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଉତ୍ତର-ପଶ୍ଚିମ ଦିଗରେ ଗତି କରି କିଛି ସମୟ ଭିତରେ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ...
ଛତିଶଗଡରେ ନୂଆ ମୁଖ୍ୟମନ୍ତ୍ରୀ
ଛତିଶଗଡ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ପାଞ୍ଚଦିନ ଧରି ଚାଲିଥିବା କସରତ ପରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପାଇଁ ଭୂପେଶ ବଘେଲଙ୍କ ନାମ ଚୂଡ଼ାନ୍ତ କରାଯାଇଛି । ରବିବାର ଦିନ କଂଗ୍ରେସ ବିଧାୟକ ଦଳର ବୈଠକରେ ଏହି...
ସୁରଟ ଯିବେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ସୁରଟ ଗସ୍ତରେ ଯିବେ । ଦିନିକିଆ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ସୁରଟରେ ଆୟୋଜିତ ଓଡିଶା ମହୋତ୍ସବରେ ଯୋଗଦେବେ । ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ବିଭିନ୍ନ ସମସ୍ୟା ନେଇ...
ହକି ମହାକୁମ୍ଭର ଉଦଯାପନୀ ଆକର୍ଷଣ ସଚିନ
ରବିବାର ହେଉଛି ପୁରୁଷ ହକି ବିଶ୍ୱକପର ଶେଷ ତଥା ଅନ୍ତିମ ଦିନ. ହକିର ଶୁଭାରମ୍ଭ ଯେତିକି ଧୂମଧାମ୍ ରେ ହୋଇଥିଲା ଅନ୍ତିମ ଦିନ ମଧ୍ୟ ଆହୁରି ଦମଦାର ହେବ. ହକି ବିଶ୍ୱକପର ଉଦଘାଟନୀ ଉତ୍ସବକୁ ବଲିଉଡ ଷ୍ଟାରମାନେ ଯେପରି ରଙ୍ଗାରଙ୍ଗ...
ମୁଖ୍ୟସ୍ରୋତକୁ ଫେରିବା ପରେ…..
ଦିନେ ସବୁଆଡ ଅନ୍ଧାର ଥିଲା । ଚାହିଁଲେ ବି ପଛକୁ ଫେରିବା ସମ୍ଭବ ନଥିଲା । ଗୋଟିଏ ସମୟରେ ହାତରେ ବନ୍ଧୁକ ଓ ମୁହଁରେ କଳା କପଡା ଗୁଡାଇ ଜଙ୍ଗଲକୁ ଜଙ୍ଗଲ ଏମାନେ ଘୁରି ବୁଲୁଥିଲେ । କେତେବେଳେ ଯବାନ...
ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ବିମାନ
ଭୁବନେଶ୍ୱରରେ ବିମାନର ଜରୁରୀ ଅବତରଣ । ଗୌହ୍ୱାଟୀରୁ ଚେନ୍ନାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ୯୦୫ର ଜରୁରୀ ଅବତରଣ ଭୁବନେଶ୍ୱରଠାରେ ସୁରକ୍ଷିତ ଭାବେ କରାଯାଇଛି । ବିମାନରେ ଏକ ତିନିମାସ ଶିଶୁ ଗୁରୁତର ଭାବେ ଅସୁସ୍ଥ ହୋଇପଡିବାରୁ ବିମାନର ଜରୁରୀ...
ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଉଛି ‘ପେଥାଇ’
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ ‘ପେଥାଇ’ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ସ୍ଥଳପଥ ଆଡକୁ ମାଡି ଆସୁଛି । ଗତକାଲି ଏହା ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇସାରିଥିବାବେଳେ ଆଗାମୀ ୨୪ ଘଂଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପନେବା...















