ଅପରେସନ ମହାଲକ୍ଷ୍ମୀ ଉଦ୍ଧାର ହେଲେ ୭୦୦ ଯାତ୍ରୀ
ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଏବଂ ଏହାର ନିକଟବର୍ତ୍ତିୀ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ମୁମ୍ବାଇ -କୋହ୍ଲାପୁର ମଧ୍ୟରେ ଚାଲିଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ୍ କିଛି ଘଣ୍ଟା ହେବ ବଦଲାପୁର ଏବଂ ୱାନଗାନୀ ରୁଟରେ...
ମଲାଲୋକକୁ ବଞ୍ଚାଇବାକୁ ମେଡିକାଲରେ ଝଡାଫୁଙ୍କା !
ମେଡିକାଲ ଭିତରେ ଚାଲିଛି ଝଡାଫୁଙ୍କା । ମରିଯାଇଥିବା ଲୋକଟିକୁ ବଞ୍ଚାଇବାକୁ ପ୍ରୟାସ । ଘର ଲୋକଙ୍କ ବିଶ୍ବାସ ଗୁଣିଆ ଝଡାରେ ବଞ୍ଚିଯିବ ପୁଅ । ଏମିତି ପ୍ରୟାସ ପରିବାର ପକ୍ଷରୁ ଆରମ୍ଭ ହୋଇଛି । ଦେଖନ୍ତୁ ଝଡାଫୁଙ୍କାରେ ବ୍ୟସ୍ତ ଗୁଣିଆ ।...
କଟକରେ ବୁଲୁଛି ସାଇକୋ କିଲର
ସାବଧାନ । କଟକରେ ବୁଲୁଛି ସାଇକୋ କିଲର । ଫୁଟପାଦରେ ଶୋଇଥିବା ଲୋକଙ୍କୁ କରୁଛି ଆଟାକ୍ । ଧାରୁଆ ଅସ୍ତ୍ରରେ ଗଳାକାଟି କରୁଛି ହତ୍ୟା । ଉଡିଯାଇଛି କମିଶନରେଟ ପୋଲିସର ହୋସ । ୨୪ ଘଣ୍ଟାରେ କଟକ ସହର ଭିତରେ...
ନିର୍ବାଚନ ଫଳ ମୋ ବିପକ୍ଷରେ ଯିବାର ଅନେକ କାରଣ
ଚର୍ଚ୍ଚା ଆଲୋଚନାର ଅନ୍ତ । କିଏ ପିନ୍ଧିବ ପାଟକୁରା ମୁକୁଟ । ପାଟକୁରାରେ ବିଜୟ ବାଜି ମାରିନେବେ କି । ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିବାବେଳେ ଆଜି ପଡିଛି ପୂର୍ଣ୍ଣଛେଦ । ପାଟକୁରା ରାଜନୀତିର ଚିତ୍ର ସ୍ପଷ୍ଟ ହୋଇଛି...
ଧୂଳିସାତ୍ ହେଲା ବିଜୟଙ୍କ ସ୍ୱପ୍ନ
ପାଟକୁରାରେ ବିଜେଡି ପୁଣି ଉଡାଇଲା ବିଜୟ ବାନା । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ପାଟକୁରାରେ ବିଜୟୀ ହେବା ସହ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବିଧାନସଭା ସ୍ୱପ୍ନକୁ ଧୂଳିସାତ୍ କରିଦେଇଛନ୍ତି । ବିଜୟଙ୍କ ଠାରୁ ସାବିତ୍ରୀ ବହୁ ଭୋଟରେ...
ଆଉ କେତେଦିନ ଚାଲିବ ନାରୀ ନିର୍ଯାତନା,ଦୁଷ୍କର୍ମ
ରାଜ୍ୟ ବିଜେଡି ବିରୋଧରେ ଆଜି ରାଜ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭର ଆୟୋଜନ କରାଯାଇଛି । ଦୀର୍ଘଦିନ ଧରି ରାଜ୍ୟରେ ବିଜେଡି ଶାସନ ଚାଲୁଥିଲେ ମଧ୍ୟ ଶିଶୁ ବୃଦ୍ଧି,...
ପାଟକୁରା : ଆଗେଇ ଚାଲିଛି ବିଜେଡି
କିଏ ହେବେ ପାଟକୁରାବାସୀଙ୍କ ପ୍ରତିନିଧି. ବିଜୟ ମହାପାତ୍ର ନା ସାବିତ୍ରୀ ଅଗ୍ରଓାଲ. ଦ୍ବାଦଶ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଠାରୁ 16 ହଜାର 144 ଭୋଟରେ ଆଗରେ ରହିଛନ୍ତି. ସାବିତ୍ରୀଙ୍କୁ 69 ହଜାର 696 ଖଣ୍ଡ...
କର୍ଣ୍ଣାଟକ କ୍ଲାଇମାକ୍ସ
ଶେଷରେ କଣ୍ଟାଟକରେ ସ୍ୱାମୀ ସରକାରର ପତନ ଘଟିଛି । ଆଜି ଆସ୍ଥା ଭୋଟରେ ହାରିଛନ୍ତି ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ । ସପକ୍ଷରେ ୯୯ଟି ଭୋଟ ମିଳିଥିବାବେଳେ ୧୦୫ ଜଣ ସ୍ୱାମୀ ସରକାରଙ୍କ ବିପକ୍ଷରେ ଭୋଟ ଦେଇଥିଲେ । ଆସ୍ଥା ଭୋଟ...
ରେକର୍ଡ ଭାଙ୍ଗୁଛି ସୁନାଦର
ହୁହୁ ହୋଇ ବଢିଚାଲିଛି ସୁନା ଦର । ସର୍ବକାଳୀନ ରେକର୍ଡରେ ପହଞ୍ଚିଛି ସୁନାଦର । ମଙ୍ଗଳବାର ସୁନାଦର ବୃଦ୍ଧିପାଇ ୧୦ ଗ୍ରାମପ୍ରତି ୩୫,୯୧୫ରେ ପହଞ୍ଚିଛି । ଆନ୍ତର୍ଜାତିକ ସ୍ତରଠାରୁ ଆରମ୍ଭକରି ଉଭୟ ଜାତୀୟ ଏବଂ ରାଜ୍ୟ ମାନଙ୍କରେ ସୁନାଦର ମହଙ୍ଗା...
ବିଜେଡି ନା ବିଜୟ
ସମସ୍ତଙ୍କ ନଜର ଆସନ୍ତାକାଲି ସକାଳ ୮ ଟାକୁ । ସମୟ ଯେତିକି ପାଖଉଛି, ହାର୍ଟବିଟ୍ ସେତିକି ବଢୁଛି । କିଏ ଉଡାଇବ ବିଜୟ ଧ୍ୱଜା । କିଏ ପିନ୍ଧିବ ବିଜୟ ଟିକା । କାହିଁକି ନା ଆସନ୍ତାକାଲି ବାହାରିବ ବହୁ ଚର୍ଚ୍ଚିତ...


















