‘ବସୁଧା’ ଯୋଗାଇବ ଶୁଦ୍ଧ ପିଇବା ପାଣି: ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଚାରିଛକ ଗୋମୁଣ୍ଡିଆରେ ବୃହତ ପାନୀୟ ଜଳ ପ୍ରକଳ୍ପ ‘ବସୁଧା’ର ଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପ ଦ୍ୱାରା ଗଂଜାମ ବ୍ଲକର ୫୫...
କେବେ ଚେତିବ ପ୍ରଶାସନ
ମଙ୍ଗଳବାର ସଂଧ୍ୟାରେ ମହାନଦୀ ପୋଲରେ ହୋଇଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରେ ଅସମୟରେ ଲିଭିଯାଇଛି ୧୦ ଜୀବନଦୀପ . ନିଜର ଭାଗ୍ୟବଳରେ ମୃତ୍ୟୁ ମୁଖରୁ ଫେରି ଆସିଛନ୍ତି ପ୍ରାୟ ୫୦ ଯାତ୍ରୀ . ତେବେ ଏହି ଦୁର୍ଘଟଣାରେ କିଛି ଭୁଲ ବସ...
ବିପଦରେ ଗଜରାଜ, ମାଲଗାଡି ଧକ୍କାରେ ହାତୀର ମୃତ୍ୟୁ
ଦିନକୁ ଦିନ ବଢିବାରେ ଲାଗିଛି ହାତୀ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲାରେ ବିଦ୍ୟୁତ ତାର ଲାଗି ୭ ହାତୀ ମୃତ୍ୟୁ ହେବା ଘଟଣାକୁ ଲୋକେ ଭୁଲି ନଥିବା ବେଳେ ବୁଧବାର ରାତି ୧୦ଟା ୩୦ରେ କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ...
ପୂର୍ବତନ ସାଂସଦ ବୈଷ୍ଣବ ପରିଡାଙ୍କ ପରଲୋକ
ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା । ଦୀର୍ଘଦିନରୁ ସେ କର୍କଟ ରୋଗରେ ପୀଡିତ ଥିଲେ। ବୈଷ୍ଣବ ପରିଡା ଏକାଧାରାରେ ଜଣେ ରାଜନେତା, ସ୍ତମ୍ଭକାର ଓ ସମାଜସେବୀ...
କାଳ ସାଜିଲା ମଇଁଷି, ୫୦ ଯାତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ
କଟକ-ଜଗତପୁର ମହାନଦୀ ପୋଲ ଉପରେ ମଙ୍ଗଳବାର କାଳ ସନ୍ଧ୍ୟାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ୫୦ ଜଣ ଯାତ୍ରୀଙ୍କୁ କଟକ ବଡ ମେଡିକାଲରେ ଚିକିତ୍ସା କରାଯାଉଛି । ଆହତ ହୋଇଥିବା ଲୋକଙ୍କ ଭିତରୁ ୭ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ...
ରିଲିଜ୍ ହେଲା ହକି ଆନ୍ଥେମ
ଗତ ରବିବାର ଦିନ ରିଲିଜ ହୋଇଛି ଏଆର ରହେମାନଙ୍କ ପ୍ରତିକ୍ଷିତ ହକି ବିଶ୍ୱକପ୍ 2018ର ଅଫିସିଆଲ ଆନ୍ଥେମ “ଜୟ ହିନ୍ଦ ଜୟ ଇଣ୍ଡିଆ” . ବଲିଉଡ ବାଦଶାହ ଶାହରୁଖ ଖାନ, ଗିତୀକାର ଏ.ଆର ରେହମାନ ଓ କିଛି ବିଶିଷ୍ଟ ଭାରତୀୟ...
ନବୀନଙ୍କୁ ହକି ବିଶ୍ୱକପ୍ ପ୍ରଥମ ଟିକେଟ
ହକି ବିଶ୍ୱକପକୁ ଆଉ ମାତ୍ର 9 ଦିନ. ଯେତିକି ଦିନ ପାଖେଇ ପାଖେଇ ଆସୁଛି ହକିପ୍ରେମୀଙ୍କ ହାର୍ଟବିଟ୍ ସେତିକି ବଢିବାରେ ଲାଗିଛି. ତେବେ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଛି ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବର ପ୍ରଥମ ଟିକେଟ,...
ଏଟିଏମ୍ ଭିତରେ ମହିଳାଙ୍କୁ ଗଣଦୁଷ୍କର୍ମ
ଏଟିଏମ୍ ଭିତରେ ହୋଇଛି ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ. ଆପଣ ଭାବୁଥିବେ ଏଟିଏମ୍ ଭିତରେ ଏଭଳି ଘଟଣା ଘଟିବା ଅସମ୍ଭବ. ହେଲେ ପ୍ରକୃତରେ ଏଭଳି ଘଟିଛି ଜଣେ ମହିଳାଙ୍କ ସହ. ତେବେ ଏହି ଘଟଣା ଆଉ କେଉଁଠି ନୁହେଁ, ଘଟିଛି କଟକସ୍ଥିତ...
ହାଇକୋର୍ଟର ଦୁଇ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ
ଓଡିଶା ହାଇକୋର୍ଟର ଦୁଇ ନୂଆ ବିଚାପରତିଭାବେ ଶପଥ ଗ୍ରହଣ କରିଛନ୍ତି ବିଚାପରତି ଶତ୍ରୁଘ୍ନ ପୂଜାହାରୀ ଓ ଅକ୍ଷୟ କୁମାର ମିଶ୍ର. ଏହି ଦୁଇ ନୂଆ ବିଚାପରିଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏସ୍ ଜାଭେରୀ. ଏହି ଶପଥପାଠ...
ଫିଟିଲା ବ୍ରହ୍ମ ବିଭ୍ରାଟ ଗୁମର
ଗତ କିଛିଦିନ ଧରି ଚର୍ଚ୍ଚାରେ ଥିବା ଶ୍ରୀଜଗନ୍ନାଥଙ୍କ ବ୍ରହ୍ମବିଭ୍ରାଟର ଶେଷରେ ଗୁମର ଫିଟିଛି. ଏହି ଘଟଣା ପଛରେ ଦଇତାପତି ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ଅଛନ୍ତି ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି. ଜଗନ୍ନାଥଙ୍କ ବ୍ରହ୍ମ ପରିବର୍ତ୍ତନ ସଂପୂର୍ଣ୍ଣରୂପେ...








