ପୋଲିସ ଏସଆଇ ନିଯୁକ୍ତି ମାମଲାରେ ଜେଲରୁ ମୁକୁଳିଲେ ୧୧୪ ପରୀକ୍ଷାର୍ଥୀ
ପୋଲିସ ଏସଆଇ ନିଯୁକ୍ତି ଜାଲିଆତି ମାମଲାରେ ଜେଲରୁ ବାହାରିଲେ ପରୀକ୍ଷାର୍ଥୀ। ଦୀର୍ଘ ୧ ମାସ ପରେ ମଣ୍ଡଳ କାରାଗାରରୁ ବାହାରି ବେଲରେ ଆସିଲେ ୧୧୪ ପରୀକ୍ଷାର୍ଥୀ। ଗତକାଲି ୧୧୪ ଜଣଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଥିଲେ ବ୍ରହ୍ମପୁର...
ଚୀନର ୧୦ ପ୍ରତିଶତ ଟାରିଫ କମାଇବେ ଟ୍ରମ୍ପ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତର ଫାଇଦା ଚୀନକୁ ମିଳିଛି । ଟ୍ରମ୍ପ ଚୀନ ଉପରେ ଲାଗିଥିବା ଟାରିଫ ୧୦ ପ୍ରତିଶତ କମ କରିବା ଘୋଷଣା କରିଛନ୍ତି। ସେପଟେ ରୁଷ...
ରାଫାଲରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ସକାଳେ ହରିୟାଣାର ଅମ୍ବାଲା ବାୟୁସେନା ଷ୍ଟେସନରୁ ରାଫେଲ ଲଢ଼ୁଆ ବିମାନ ଉଡ଼ାଇ ଇତିହାସ ରଚିଛନ୍ତି। ବାୟୁସେନା ମୁଖ୍ୟ ମାର୍ଶାଲ ଏ.ପି. ସିଂହ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଉଡ଼ାଣ...
ରେଭେନ୍ସା ଇଷ୍ଟ ହଷ୍ଟେଲର ଅପମିଶ୍ରିତ ଖାଦ୍ୟ ଖାଇ ୧୫ ଛାତ୍ର ଅସୁସ୍ଥ
କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଷ୍ଟ ହଷ୍ଟେଲର ପ୍ରାୟ ୧୫ ଜଣ ଛାତ୍ର ହଠାତ୍ କରି ଅସୁସ୍ଥ ହୋଇପଡ଼ିଛନ୍ତି। ଅପମିଶ୍ରିତ ଖାଦ୍ୟକୁ ଏହାର କାରଣ ବୋଲି ଗ୍ରହଣ କରାଯାଉଛି। ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିବା ଏହି ସମସ୍ତ...
ଲାଞ୍ଚ ନେଇ ଧରା ପଡ଼ିଲେ ଟିଟିଲାଗଡ଼ GST ଅଧିକାରୀ
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଚାଲିଥିବାବେଳେ ସରକାରୀ ଅଧିକାରୀମାନେ ଦୁର୍ନୀତି ମୁକ୍ତ ପ୍ରଶାସନ ପାଇଁ ଶପଥ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମଧ୍ୟ କଡ଼ା ତାଗିଦ କରିଛନ୍ତି ଯେ ସମସ୍ତେ ନିଜ କର୍ତ୍ତବ୍ୟ ପ୍ରତି ସଚେତନ...
ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲା,୧୧୪ ପରୀକ୍ଷାର୍ଥୀଙ୍କ ଜାମିନ ମଞ୍ଜୁର
ଓଡ଼ିଶା ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ଜାମିନ ଦେଇଛନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ସହ ୯ ଜଣଙ୍କ ଜାମିନ ଆବେଦନ...
ଭାରତ-ଆଫଗାନିସ୍ତାନ ମିତ୍ରତା, ପାକିସ୍ତାନ ପାଇଁ ଚିନ୍ତାର କାରଣ
ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ପୁଣି ଥରେ ଭାରତ ବିରୋଧୀ ମନୋଭାବ ପ୍ରକାଶ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଆଫଗାନିସ୍ତାନ ଭାରତର ପ୍ରଭାବରେ ଚାଲୁଛି ଏବଂ ଦିଲ୍ଲୀର ନିୟନ୍ତ୍ରଣରେ ପାକିସ୍ତାନରେ ଆତଙ୍କବାଦ ପ୍ରସାର କରୁଛି।...
ପୁଣି ଯୁଦ୍ଧବିରତି ଚୁକ୍ତି ଉଲ୍ଲଂଘନ କଲା ଇସ୍ରାଏଲୀ ସେନା
ଯୁଦ୍ଧବିରତି ଚାଲିଥିବା ସମୟରେ ମଧ୍ୟ ଇସ୍ରାଏଲ ମଙ୍ଗଳବାର ଦିନ ଗାଜାରେ ବିମାନ ଆକ୍ରମଣ ଆରମ୍ଭ କରିଛି। ଗାଜାର ନାଗରିକ ପ୍ରତିରକ୍ଷା ବିଭାଗ ଅଭିଯୋଗ କରିଛି ଯେ, ହମାସ ସୈନ୍ୟମାନଙ୍କ ଉପରେ ଆକ୍ରମଣ କରି ଆମେରିକା ମଧ୍ୟସ୍ଥତାରେ ହୋଇଥିବା...
ଦିନକୁ ଦିନ ଭଲ ହେବାରେ ଲାଗିଛି ଭାରତ-ଚୀନ୍ ସଂପର୍କ
ଭାରତ ଓ ଚୀନ୍ ପୁଣିଥରେ ସୀମା ବିବାଦ ନେଇ ଆଲୋଚନା କରିଛନ୍ତି। ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର ଜାଣାଇଛି ଯେ ଉଭୟ ଦେଶର ସେନା ପଶ୍ଚିମ ସୀମା ଅଞ୍ଚଳରେ ନିୟନ୍ତ୍ରଣ ଓ ପରିଚାଳନା ବିଷୟରେ ଗଭୀର...
ବାତ୍ୟା ମୋନ୍ଥା’ର ପ୍ରଭାବ ଓଡିଶାରେ ପଡ଼ିନାହିଁ : ମୁଖ୍ୟମନ୍ତ୍ରୀ
ବାତ୍ୟା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରେସମିଟ୍ କରିଛନ୍ତି। ସେ ୮ ଜିଲ୍ଲାର ସ୍ଥିତି ସମୀକ୍ଷା କରି ରାଜସ୍ବ ମନ୍ତ୍ରୀ ଓ ଏସ୍ଆରସିଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ହେଉଥିବା ସତ୍ତ୍ବେ ଓଡ଼ିଶାରେ ବାତ୍ୟାର...


















