25.1 C
Bhubaneswar
Sunday, October 25, 2026
-Advertisement-

ଥାଇଲାଣ୍ଡରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ଆକୁଳ ନିବେଦନ

ଭୁବନେଶ୍ୱର: ସୁଦୂର ଥାଇଲାଣ୍ଡକୁ ଦାଦନ ଖଟିବାକୁ ଯାଇ ସେଠାରେ ବନ୍ଧକ ଅବସ୍ଥାରେ ଫସି ରହିଛନ୍ତି ଓଡ଼ିଶାର ଚାରିଜଣ ଶ୍ରମିକ। ଦୀର୍ଘ ଚାରି ମାସ ହେବ ସେମାନଙ୍କୁ ଦରମା ମିଳିନଥିବା ବେଳେ ବର୍ତ୍ତମାନ ସେମାନଙ୍କ ଦିନ ଭୋକ ଉପବାସରେ କଟୁଛି। ସେମାନଙ୍କ...

ପ୍ରମାଣପତ୍ର ପ୍ରଦାନରେ ବିଳମ୍ବ ହେଲେ ଅଫିସରଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଏଣିକି ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରମାଣପତ୍ର ତୁରନ୍ତ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ମିଳିବ। ଏସବୁ ପ୍ରମାଣପତ୍ର ଦେବାରେ ବିଳମ୍ବ କଲେ ସମ୍ପୃକ୍ତ ଅଫିସରଙ୍କ ବିରୁଦ୍ଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ପ୍ରମାଣପତ୍ରଗୁଡ଼ିକ ମିଳିବାରେ ବିଳମ୍ବ...

ଦିଲ୍ଲୀ ହୋଟେଲ ଅଗ୍ନିକାଣ୍ଡ ଘଟଣାରେ ୨୧ ଜଣଙ୍କ ମୁତ୍ୟୁ : ମାଲିକଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ମାଲବ୍ୟ ନଗର ହୋଟେଲରେ ଅଗ୍ନିକାଣ୍ଡରେ ୨୧ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଲୋକେ ଆହତ ହୋଇଛନ୍ତି। ପ୍ରାଣ ହରେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୧୨ ଜଣ ବିଦେଶୀ ନାଗରିକ ଅଛନ୍ତି l ଘଟଣା ପରେ ପୋଲିସ ଓ...

ଓଡ଼ିଶାରେ ନିର୍ମାଣ ହେବ ନୂଆ କୋଷ୍ଟାଲ ହାଇୱେ: କେନ୍ଦ୍ର କ୍ୟାବିନେଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଏକ ନୂଆ ଉପକୂଳ ରାଜପଥ (କୋଷ୍ଟାଲ ହାଇୱେ) ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାମେଶ୍ୱରରୁ ପାରାଦୀପ...

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିକେ ଶିବକୁମାର

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପ-ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ନେତୃତ୍ୱରେ ନୂତନ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଘଟିଛି, ଯେଉଁଥିରେ ଆଜି ୧୩ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରୁଛନ୍ତି। ଶପଥ ଗ୍ରହଣ...

ଅପପୁଷ୍ଟି ଦୂରେଇବା ପାଇଁ ବଡ ପଦକ୍ଷେପ; ବଢ଼ିଲା କମ୍ ଓଜନ ଶିଶୁ ଓ ଅଙ୍ଗନୱାଡ଼ି ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ...

ଭୁବନେଶ୍ୱର: ଓଡିଶାରେ ଅପପୁଷ୍ଟି ବିରୋଧରେ ଏକ ବଡ ପଦକ୍ଷେପ ନିଆଯାଇଛି l ରାଜ୍ୟ ସରକାର କମ ଓଜନର ଶିଶୁଙ୍କ ଜଳଖିଆ ବାବଦ ଖର୍ଚ୍ଚକୁ ବୃଦ୍ଧି କରିଛନ୍ତି l ଅତିଶୟ କମ ଓଜନ ଶିଶୁଙ୍କ ଦୈନିକ ଖାଦ୍ୟ ଖର୍ଚ୍ଚ ୮ ଟଙ୍କାରୁ...

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ୍: ଟିଏମସିରେ ବିଦ୍ରୋହ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ଶାସକ ତୃଣମୂଳ କଂଗ୍ରେସ (TMC) ଭିତରେ ଏକ ବଡ଼ ବିଦ୍ରୋହର ସଙ୍କେତ ମିଳିଛି । ଦଳରୁ ବହିଷ୍କୃତ ବିଧାୟକ ରୀତବ୍ରତ ବାନାର୍ଜୀ ବଙ୍ଗ ବିଧାନସଭାରେ ୫୯ ଜଣ ଟିଏମସି ବିଧାୟକଙ୍କ ସମର୍ଥନ ତାଙ୍କ ପାଖରେ ଥିବା...

ପୁରୀ ବ୍ରିକ୍ସ ସମ୍ମିଳନୀରେ ବାଲୁକା ଆନିମେସନ ମାଧ୍ୟମରେ ପ୍ରତିନିଧିଙ୍କୁ ସ୍ୱାଗତ

ପୁରୀ: ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ତାଙ୍କର ‘ପୁରୀ ସ୍ୟାଣ୍ଡ ଆର୍ଟ ଷ୍ଟୁଡିଓ’ରେ ଏକ ସ୍ୱତନ୍ତ୍ର ୧୫ ମିନିଟର ବାଲୁକା ଆନିମେସନ୍ ପ୍ରଦର୍ଶନ କରି ବ୍ରିକ୍ସ ପ୍ରତିନିଧିବୃନ୍ଦଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇଛନ୍ତି । ଆଜିଠାରୁ ପୁରୀରେ ଦ୍ୱିତୀୟ...

ବଦଳିଲେ CBSE ଅଧ୍ୟକ୍ଷ ଏବଂ ସଚିବ,OSM ତଦନ୍ତ ପାଇଁ ଗଠନ ହେଲା କମିଟି

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)ର ଅନ୍-ସ୍କ୍ରିନ୍ ମାର୍କିଂ (OSM) ବିବାଦ ଦିନକୁ ଦିନ ଜୋର୍ ଧରୁଥିବା ବେଳେ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସରକାର CBSEର ଅଧ୍ୟକ୍ଷ ଏବଂ ସଚିବଙ୍କୁ ବଦଳି କରିଛନ୍ତି...

ବୈଷୟିକ ଶିକ୍ଷାରେ ବଢିଲା ସିଟ୍ ସଂରକ୍ଷଣ

ଭୁବନେଶ୍ୱର: ବୈଷୟିକ ଶିକ୍ଷାରେ ବଢିଲା ସିଟ୍ ସଂରକ୍ଷଣ l ଚଳିତ ୨୦୨୬-୨୭ ଶିକ୍ଷା ବର୍ଷରୁ ଇଞ୍ଜିନିୟରିଂ ଓ ମେଡିକାଲ୍ ଆଦି ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର...
- Advertisement -

Latest article

Krok po kroku: Jak wykorzystać kody darmowych spinów w Lolajack

Spis treściRejestracja konta i weryfikacja w kasynie LolajackGdzie i jak wprowadzić kod promocyjny LolajackWarunki obrotu i wypłata wygranych z free spinsRozwiązywanie typowych problemów i...

ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନକୁ ବାୟୁସେନା ମୁଖ୍ୟଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’କୁ ନେଇ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏ.ପି. ସିଂହ ପାକିସ୍ତାନକୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ ଦୃଢ଼ୋକ୍ତି ପ୍ରକାଶ...

Twindor VIP Free Spins: Wielkość i Częstotliwość

Spis treściStruktura programu VIP w TwindorTypowa liczba free spinów na różnych poziomach VIPCzęstotliwość otrzymywania free spinówWarunki obrotu i kluczowe ograniczeniaJak aktywować i odebrać free...